Only for Entertainment

ରିଲିଜ ହେଲା ଓଡ଼ିଆ ଫିଲ୍ମ ‘ ତୋ ପାଇଁ ଫେରିବି ବସୁଧା ଚିରି’ର ଟ୍ରେଲର, ଆକ୍ସନ, ଥ୍ରିଲର ଓ ରୋମାନ୍ସରେ ଭରପୂର କାହାଣୀ

instagram
35

ପୁଣିଥରେ ଆପଣ ମାନଙ୍କ ମନୋରଂଜନ କରିବା ପାଇଁ ପରଦାକୁ ଫେରୁଛନ୍ତି ଚନ୍ଦନ । ବାବୁ ଆଇ ଲଭ ୟୁ ଫିଲ୍ମରେ ଅର୍ଚ୍ଚିତାଙ୍କ ବିପକ୍ଷରେ ନଜର ଆସିଥିବା ଚନ୍ଦନ ଓଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତେବେ ପୁଣିଥରେ ସେହିଭଳି ଏକ ଫିଲ୍ମରେ ଚନ୍ଦନଙ୍କୁ ଦେଖିବା ନିହାତି ଭାବରେ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ହେବ ।

ଗତକାଲି ସୋମବାରକୁ ରିଲିଜ ହୋଇଛି ‘ତୋ ପାଇଁ ଫେରିବି ବସୁଧା ଚିରି’ର ଟ୍ରେଲର । ଫିଲ୍ମର ଟ୍ରେଲର ଦେଖିବା ପରେ ଜଣାପଡ଼ୁଛି କାହାଣୀ ଖୁବ ଜବରଦସ୍ତ ହୋଇଥିବ । ଏହା ଏକ ଥ୍ରିଲର ଡ୍ରାମା ଫିଲ୍ମ, କେବଳ ସେତିକି ନୁହେଁ ଚନ୍ଦନଙ୍କ ରୋମାଂଟିକ ସିନ ମଧ୍ୟ ଯୁବପିଢୀଙ୍କ ମନୋରଂଜନ କରିବାରେ ସକ୍ଷମ ହୋଇପାରେ । ଚନ୍ଦନଙ୍କ ଅପୋଜିଟରେ ନଜର ଆସିବେ ନମ୍ରତା । ଚନ୍ଦନ ଏବଂ ନମ୍ରତାଙ୍କ ବ୍ୟତୀତ ଶ୍ରୀତମ ଦାଶ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More