Only for Entertainment

ଜାଣନ୍ତୁ ଆଜିର ରାଶିଫଳ

36

ମେଷ:ଦିନଟି ଉତ୍ସାହ ବର୍ଦ୍ଧକ ରହିବ। ସ୍ବଳ୍ପ ପରିଶ୍ରମ କରି ଆପଣଙ୍କ ଉଦ୍ଦେଶ୍ୟ ପୂରା କରିପାରନ୍ତି। ବ୍ୟବସାୟରେ ଅ˚ଶୀଦାର ହେବା ପାଇଁ ସମୟ ଭଲ। ଜୀବନସାଥୀଙ୍କ ସହିତ କୌଣସି ମନୋରମ ସ୍ଥାନକୁ ଭ୍ରମଣ ଯାଇପାରନ୍ତି। ଶୁଭରଙ୍ଗ:ଧୂସର। ଆରାଧନା:ମହାଲକ୍ଷ୍ମୀ।

 

 

 

 

ବୃଷ:ଆପଣଙ୍କ ଧୢାନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। କିଛି ମହତ୍ବପୂର୍ଣର୍ କାମରେ ବାଧା ଆସିପାରେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଜୀବନସାଥୀଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ:ମେରୁନ। ଆରାଧନା:ମାଆ ରାମଚଣ୍ତୀ।

 

 

ମିଥୁନ:ଆପଣଙ୍କ ଠାରୁ ବଡ଼ଙ୍କ ସେବା କରନ୍ତୁ ସଫଳତା ପାଇବେ। ରାଜନୀତିରେ ସୀମା ବୃଦ୍ଧି କରିବାକୁ ଉଦ୍ୟମ କରିବେ। ନୂଆ ଭିତ୍ତି ରଖିବା ଲାଗି ଦିନଟି ଅନୁକୂଳ। ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ପାଇବେ। ଶୁଭରଙ୍ଗ:ଧଳା। ଆରାଧନା:ବାବା ହରି ଶଙ୍କର।

 

 

 

 

କର୍କଟ:ନିଜ ଉପରେ ବିଶ୍ବାସ ରଖନ୍ତୁ। ଲାଗିରହିଥିବା ବିବାଦର ସମାଧାନ ହୋଇଯିବ। ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶ˚ସା ମିଳିବ। କିଛି ନୂଆ ସୁଯୋଗ ମିଳିପାରେ। ସାର୍ବଜନିକ ଜୀବନରେ ଯଶ ମାନ ଓ ପ୍ରତିଷ୍ଠା ପାଇବେ। ଶୁଭରଙ୍ଗ:ଲାଲ। ଆରାଧନା:ମାଆ ଅମ୍ବିକା।

 

 

 

ସି˚ହ:ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ପ୍ରାପ୍ତ ହେବ ଯାହା ଦ୍ବାରା ଭବିଷ୍ୟତ ଜୀବନ ଉଜ୍ଜ୍ବଳମୟ ହେବ। କୌଣସି ଲୋକଙ୍କ ଠାରୁ ଆଶା ଠୁଁ ଅଧିକ ଲାଭ ହେବ। ରାଜନେତାଙ୍କୁ ପରିଶ୍ରମର ଫଳ ମିଳିବ। ଶୁଭରଙ୍ଗ:ଧୂସର। ଆରାଧନା:ମାଆ ବିରଜା।

 

 

 

କନ୍ୟା:ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ। ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ସାମାଜିକ କାର୍ଯ୍ୟରେ ରୁଚି ନେଇ ପାରନ୍ତି। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ:ଧଳା। ଆରାଧନା:ପ୍ରଭୁ ଶ୍ରୀଜଗନ୍ନାଥ।

 

 

 

ତୁଳା:ଦିନଟି ଆପଣଙ୍କ ପାଇଁ ବଢ଼ିଆ ରହିବ। ଲୋକେ ଆପଣଙ୍କ ଭଲ ସ୍ବଭାବ ଲାଗି ଆକର୍ଷିତ ହେବେ। ବଡ଼ କାରବାରର ସଉଦା ହାତକୁ ଆସିପାରେ। ସଉଦାରୁ ଯଥେଷ୍ଟ ଫାଇଦା ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ:ଆକାଶିନୀଳ। ଆରାଧନା:ମହାଲକ୍ଷ୍ମୀ।

 

ବିଛା:ଦିନଟି ଆପଣଙ୍କ ଲାଗି ଉନ୍ନତିକାରକ ହେବ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। ଆମଦାନିର ନୂଆ ସ୍ରୋତ ମିଳିପାରେ। ମହିଳାଙ୍କର ସାହିତ୍ୟ ଗଳ୍ପ ଆଦିରେ ରୁଚି ବଢ଼ିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ:ଧୂସର। ଆରାଧନା:ସୂର୍ଯ୍ୟଦେବ।

 

 

 

ଧନୁ:ଆଜି ଆପଣ ସକାରାତ୍ମକ ଊର୍ଜା ଅନୁଭବ କରିବେ। କ୍ୟାରିୟର ମାମଲାରେ ସଠିକ୍‌ ବିଚାର କରିପାରନ୍ତି। ମିତ୍ରଙ୍କ ଠାରୁ ଭଲ ଖବର ମିଳିପାରେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ:କ୍ରୀମ୍‌। ଆରାଧନା:ମାଆ ଶାରଳା।

 

 

 

ମକର:ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। କାରବାରୀଙ୍କୁ ଆଶା ଠୁଁ ଅଧିକ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ:ଧଳା। ଆରାଧନା:ପ୍ରଭୁ ହନୁମାନ।

 

 

 

କୁମ୍ଭ:ରଚନାତ୍ମକ ଊର୍ଜାରେ ଭରା ରହିବେ। ମିତ୍ରଙ୍କ ସହାୟତାରେ ବ୍ୟବସାୟରେ ଉନ୍ନତି ହେବ। ଅଫିସରେ ନିଜର କାମ ନିର୍ଦ୍ଦିଷ୍ଟ ସମୟ ମଧୢରେ କରିନେବେ। କଳାକାର ପାଇଁ ଦିନଟି ଲାଭଦାୟକ ରହିବ। ଫିଲ୍ମ ବା କାର୍ଯ୍ୟକ୍ରମରେ ଅନୁବନ୍ଧ ମିଳିବ। ଶୁଭରଙ୍ଗ:ନୀଳ। ଆରାଧନା: ମାଆ ଦୁର୍ଗା।

 

ମୀନ:ଦିନଟି ଆପଣଙ୍କ ଲାଗି ଖୁସି ନେଇ ଆସିଛି। ଯୋଜନା ପ୍ରସ୍ତୁତ କରିବେ ଏବ˚ ଯୋଜନା କ୍ରିୟାନ୍ବିତ କରିବା ମନୋଭାବରେ ରହିବେ। ପରିବାରରେ ମଧୁରତା ସହିତ ବିଶ୍ବାସ ବି ବଢ଼ିବ। ଚାକିରି ସମ୍ବନ୍ଧରେ ଭଲ ଖବର ମିଳିବ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More