Only for Entertainment

ଜାଣନ୍ତୁ ଆଜିର ରାଶିଫଳ

111

ମେଷ: ଆଗକୁ ବଢ଼ିବାର ଦିନଟିଏ। ରାଜନୀତିରେ ସୀମା ବଢ଼ାଇବେ। ଅପରିଚିତଙ୍କ ସହିତ ସ˚ପର୍କ ହେବ, ଯାହା ଦ୍ବାରା ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ଦେବ ଦର୍ଶନ ଯୋଗ ରହିଛି। ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ମିଳିବ। ବେପାର ବଣିଜରେ ଉନ୍ନତି ହେବ। ଭାଇ ଭଉଣୀଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 

 

ମିଥୁନ: ଆପଣଙ୍କର ଊର୍ଜାକୁ ଭଲ କାମରେ ଲଗାଇବେ। ନୂଆ ବେପାର ଲାଗି ଯାତ୍ରା ଲାଭପ୍ରଦ ରହିବ। ଜମିରେ ଲାଗି ରହିଥିବା ବିବାଦ ସମାଧାନ ହେବ। ଆପଣଙ୍କର ବୈବାହିକ ଜୀବନ ଭଲ ରହିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

 

କର୍କଟ: ଖୋଦ୍‌କୁ ସୁସ୍ଥ ଓ ସତେଜ ଅନୁଭବ କରିବେ। ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ନଜର ଆସିବ। କାରବାର ସମ୍ବନ୍ଧୀୟ ଯାତ୍ରାର ଯୋଗ ରହିଛି। ଆପଣଙ୍କୁ ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ତାରିଣୀ।

ସି˚ହ: କୌଣସି ପୁରୁଣା କଥାକୁ ନେଇ ଅଶାନ୍ତିରେ ରହିପାରନ୍ତି। ଆଶା ଅନୁସାରେ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ପାଇପାରିବେ ନାହିଁ। ଅଚାନକ କୌଣସି ବନ୍ଧୁଙ୍କ ଘରକୁ ଯିବାକୁ ପଡ଼ିପାରେ। ଖୋଦ୍‌କୁ ସୁସ୍ଥ ରଖିବା ଲାଗି ଯୋଗ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

କନ୍ୟା: ଆର୍ଥିକ ଲାଭ ଓ ଉନ୍ନତି ଯୋଗ ପ୍ରବଳ ରହିଛି। ଆପଣଙ୍କ କାମରେ ସକାରାତ୍ମକ ନଜର ଆସିବ। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ତୁଳା: ଈଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଅଫିସ କାମ ପୂରା କରିବାରେ ସକ୍ଷମ ରହିବେ। ରାଜନୀତିରେ କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ଲାଭ ପ୍ରାପ୍ତ ହେବ। ଆଇନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଦେବ।

 

ବିଛା: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ସାମାଜିକ ଉତ୍ସବରେ ସହଯୋଗ କରିବେ। ସାହିତ୍ୟିକଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ବ୍ୟବସାୟରେ ଉନ୍ନତି ଲାଗି ନୂଆ ରଣ କୌଶଳ ପ୍ରସ୍ତୁତ କରିବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

 

ଧନୁ: ସକାରାତ୍ମକ ଭାବନାରେ ରହନ୍ତୁ, କାମ କରିବା ସହଜ ହେବ। ବେପାର ବୃଦ୍ଧି ଲାଗି ଯାତ୍ରା କରିବାକୁ ପଡ଼ିପାରେ। ଟ୍ରାଫିକ୍ ନିୟମ ମାନି ବାହନ ଚଳାନ୍ତୁ। ମହିଳାମାନଙ୍କୁ ପରିଶ୍ରମର ବଳ ଉପରେ ସଫଳତା ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ମକର: ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। ଆପଣଙ୍କୁ ବନ୍ଧୁବାନ୍ଧବଙ୍କ ଠାରୁ ଆର୍ଥିକ ସାହଯ୍ୟ ମିଳିବ। ଜୀବନସାଥୀଙ୍କ ସହିତ କୌଣସି ବିଷୟ ଉପରେ ଆଲୋଚନା କରିବେ। ବିଦ୍ୟାଭ୍ୟାସରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

କୁମ୍ଭ: ନୂଆ ବେପାରରେ ପିତା ଓ ଭାଇଙ୍କ ସହଯୋଗ ମିଳିବ। ଜମିରେ ଲାଗି ରହିଥିବା ବିବାଦ ସମାଧାନ ହେବ। କ୍ୟାରିଅରରେ ଉନ୍ନତି ଲାଗି ରାସ୍ତା ଖୋଲିବ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ସ୍ବାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ କୀଚକେଶ୍ବରୀ।

 

ମୀନ: ଆଜି ଆପଣଙ୍କର ଊର୍ଜାର ସ୍ତର ବଢ଼ିଆ ରହିବ। ମାତା-ପିତାଙ୍କ ସହଯୋଗ ପାଇବେ। କୌଣସି ଜରୁରୀ କାମ ପୂରା ହୋଇଯିବ। ଆପଣଙ୍କୁ ଅଚାନକ ଧନଲାଭ ହେବ। ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ଲେଖାପଢ଼ାରେ ରୁଚି ବଢ଼ିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More