Only for Entertainment

ଜାଣନ୍ତୁ ଆଜିର ରାଶିଫଳ

104

ମେଷ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ଧର୍ମସ୍ଥାନକୁ ଯାତ୍ରା ଯୋଗ ରହିଛି। ଭାବିଥିବା କାମ ସ˚ପୂର୍ଣ୍ଣ ହୋଇଯିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୮।

 

ବୃଷ: ପ୍ରଗତିରେ ଅବରୋଧ ହୋଇପାରେ। ସମସ୍ୟାକୁ ଧୈର୍ଯ୍ୟ ଧରି ମୁକାବିଲା କରନ୍ତୁ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଆପୋସୀ ସହଯୋଗ ହେତୁ ସବୁ ଭଲ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା:୯।

 

 

ମିଥୁନ: କମ୍‌ ପରିଶ୍ରମରେ ଯଥେଷ୍ଟ ସଫଳତା ପାଇବେ। ନୂଆ ବ୍ୟବସାୟ କରିବାକୁ ଭାବିବେ। ସରକାରୀ ଠିକାଦାରି କରୁଥିବା ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୭।

 

କର୍କଟ: ଦିନଟି ସକାରାତ୍ମକ ଭରା ରହିବ। ଆପଣଙ୍କୁ କୌଣସି କାମରେ ଅନୁଭବି ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା:୨।

 

ସି˚ହ: ଉଚିତ ପରିଶ୍ରମରେ କାମର ବାଧା ଦୂର ହେବ। ବ୍ୟବସାୟରେ ଅନୁବନ୍ଧ ହୋଇପାରେ। ରାଜ୍ୟ ବାହାରକୁ ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୮।

 

କନ୍ୟା: ଆପଣ ନିଜର ନିତି ଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଜୀବନସାଥୀଙ୍କୁ ଦେଇଥିବା କଥା ପୂରା କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

 

ତୁଳା: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। କାରବାରରେ ପଇସା ଲଗାଇବା ପାଇଁ ଭାବି ପାରନ୍ତି। ପାରିବାରିକ ଜୀବନରେ ସୁଖୀ ରହିବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା:୧।

 

ବିଛା: କାହାରିକୁ ହୃଦୟର କଥା କହିବା ପାଇଁ ଭଲ ଦିନଟିଏ। ବ୍ୟବସାୟରେ ଲାଭ ପାଇବେ। ବୈବାହିକ ଜୀବନ ଖୁସି ଭରା ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

 

ଧନୁ: ନୂଆ ସ୍ରୋତରୁ ଧନଲାଭ ମିଳିବା ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ। ଘରକୁ କୌଣସି ବନ୍ଧୁ ଆସି ପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୫।

 

ମକର: ଆପଣଙ୍କର ଆତ୍ମବିଶ୍ବାସ ଦୋହଲି ପାରେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ଓକିଲଙ୍କ ସହିତ କୌଣସି ମାମଲା ନେଇ ଆଲୋଚନା କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା:୨।

 

କୁମ୍ଭ: ଖୁସି ଖୋଦ୍‌ ଚାଲିକରି ଆପଣଙ୍କ ପାଖକୁ ଆସିବ। ଆପଣଙ୍କ ପାଇଁ ଉନ୍ନତିର ନୂଆ ରାସ୍ତା ଖୋଲିବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା:୭।

 

ମୀନ: ପୂଜାପାଠରେ ଆପଣଙ୍କ ମନ ଯଥେଷ୍ଟ ଲାଗି ରହିବ। ଲୋକ ମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ରହିବ। ବ୍ୟବସାୟରେ ଚୁକ୍ତିପତ୍ର ହେବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୮।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More