Only for Entertainment

ଜାଣନ୍ତୁ ଆଜିର ରାଶିଫଳ

21

ମେଷ: କାର୍ଯ୍ୟ କ୍ଷେତ୍ରରେ ଖୁବ୍‌ ପରିଶ୍ରମ କରିବେ। ଭାଗୀଦାରି ବ୍ୟବସାୟରୁ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

 

ବୃଷ: ପୂଜାପାଠରେ ଏକାଗ୍ରତା ରହିବ। ଧର୍ମ ଚର୍ଚ୍ଚାରେ ଅ˚ଶ ଗ୍ରହଣ କରିବେ। ଧନଲାଭ ପାଇଁ ସୁଯୋଗ ମିଳିପାରେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୯।

 

 

ମିଥୁନ: ନୂଆ କାମର ଶୁଭାରମ୍ଭ କରିପାରନ୍ତି। ଅଫିସ କାମରେ ଅଧିକ ସମୟ ଦେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

 

କର୍କଟ: ସାରାଦିନ କାମ କରିବାକୁ ଶକ୍ତି ମିଳିବ। ଘର ଓ ଅଫିସରେ ଖୁସିର ବାତାବରଣ ରହିବ। ବ୍ୟବସାୟ କାମରେ ଯାତ୍ରା କରିବାକୁ ପଡ଼ିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

 

ସି˚ହ: ଜୀବିକା କ୍ଷେତ୍ରରେ ଆପଣଙ୍କ ସହିତ କିଛି ଭଲ ହେବ। ମହିଳା ଶିଳ୍ପଦ୍ୟୋଗୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୩।

 

କନ୍ୟା: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ। ଆର୍ଥିକ ଲାଭର ସୁଯୋଗ ପାଇବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୨।

 

ତୁଳା: କୌଣସି କାମରେ ଅଧିକ ସମୟ ଲାଗିପାରେ। ଆପଣଙ୍କର ଟଙ୍କାପଇସା କେଉଁଠି ଅଟକିପାରେ। ପତ୍ନୀ ଆପଣଙ୍କ ପ୍ରତି ଦୟାଶୀଳ ରହିବେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୩।

 

ବିଛା: ଯାତ୍ରା ଲାଗି ଦିନଟି ଅନୁକୂଳ। ଅଧୁରା ଥିବା କାମ ଯଥା ସମୟରେ କରିନେବେ। ବ୍ୟବସାୟରେ କୌଣସି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

 

ଧନୁ: କୌଣସି ବିଶେଷ କାମ କରିବେ। ବ୍ୟବସାୟରେ ଆପଣଙ୍କୁ ଅଧିକ ଲାଭମିଳିପାରେ। ପରିବାର ଲୋକଙ୍କ ସହିତ ଖୁସି‌ର ମୁହୂର୍ତ୍ତ ଅତିବାହିତ କରିବେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା:୧।

 

ମକର: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ବେପାରରେ ଲାଭର ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

 

କୁମ୍ଭ: ଅଫିସରେ ସହକର୍ମୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୩।

 

ମୀନ: ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭ। ଶୁଭରଙ୍ଗ: ଆକାଶୀ ନୀଳ। ଶୁଭସ˚ଖ୍ୟା: ୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More