Only for Entertainment

ଏହି ହୋଟେଲରେ ଅତିଥିଙ୍କୁ ସ୍ୱାଗତ କରନ୍ତି ଡାଇନସର ।

punjab kesari
0 36

ଜାପାନର ରାଜଧାନୀ ଟୋକିଓର ଏକ ହୋଟେଲରେ ଡାଇନସରମାନେ ଲୋକଙ୍କୁ ସ୍ୱାଗତ କରୁଛନ୍ତି । କିନ୍ତୁ ଏହା ସତ ଯେ ହେନ ନା ନାମକ ଏକ ପ୍ରସିଦ୍ଧ ହୋଟେଲରେ ଅତିଥିଙ୍କୁ ଖୁବ ଅଦ୍ଭୁତ ଭାବରେ ସ୍ୱାଗତ କରାଯାଏ । ଯେପର୍ଯ୍ୟନ୍ତ ଏଠାକୁ ଆସିଥିବା ଲୋକ ନିଜେ ଯାଇ ରିସେପ୍ସନ୍ରେ କିଛି ମଧ୍ୟ ପଚାରନ୍ତି ନାହିଁ ସେ ପର୍ଯ୍ୟନ୍ତ ଏହି ରୋବର୍ଟ ଟାଇନସର ଚୁପ ରହିଥାନ୍ତି ।

ହୋଟେଲକୁ ଯିବା ଆସିବା କରୁଥିବା ଲୋକଙ୍କ ବିଷୟରେ ସେନ୍ସର ଦ୍ୱାରା ଜାଣି ଏମାନେ ‘ ସ୍ୱାଗତ ହୈ’ ବୋଲି କହିଥାନ୍ତି । କୁହାଯାଉଛିଯେ ଜାପାନ ସ୍ଥିତ ଏହି ଏହା ପ୍ରଥମ ହୋଟେଲ ଯେଉଁଠାରେ ରିସେପସନ ଡାଇନସର ଦ୍ୱାରା ଚାଲିଥାଏ । ଏଠାରେ ଥିବା ଏକ ଡାଇନସର ଯୋଡ଼ି ଜୁରାସିକ ପାର୍କରେ ଥିବା ଏକ ଯୋଡ଼ି ଭଳି ମନେ ହୁଅନ୍ତି । ଏହା ସହିତ ହୋଟେଲରେ ଥିବା ଏହି ଡାଇନସର ଚୟନ ଅନୁସାରେ ଭାଷା ଯୋଗାଇଥାଏ ।

ରୋବୋ ଡାଇନସର ଏକ ଟ୍ୟାବଲେଟ ସିଷ୍ଟମ ବ୍ୟବହାର କରନ୍ତି । ଏହା ସହିତ ସେମାନେ ଅଧିକାଂଶ ଭାଷାରେ କଥାବାର୍ତ୍ତା କରନ୍ତି । ଏମାନେ ଖୁବ ବିଚିତ୍ର ରୂପରେ ପରିବେଷଣ କରନ୍ତି । ଲୋକଙ୍କୁ ଏହା କୌଣସି ରହସ୍ୟମୟୀ ସ୍ଥାନ ଭଳି ମନେ ହୋଇଥାଏ । ଏହି ହୋଟେଲ ପ୍ରତ୍ୟେକ ବଖରାରେ ମିନି ରୋବର୍ଟ ରହିଛି । ସେମାନେ ଖୁବ ସହଜରେ ଶାନ୍ତି ପୂର୍ଣ୍ଣ ଭାବରେ କାମ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More