Only for Entertainment

ସାଙ୍ଗ ମାନଙ୍କ ସହ ତଉଲିଆ ପିନ୍ଧି ଡ୍ୟାନ୍ସ କରୁଥିଲେ ଏହାପରେ କଣ ହେଲା ଜାଣନ୍ତୁ !

upuklive
0 147

ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଏବେ ଛୋଟ ପରଦାର ଦୁଇଟି ପପୁଲାର ସୋ’ କୁମକୁମ ଭାଗ୍ୟ’ ଏବଂ ‘କୁଣ୍ଡଳୀ ଭାଗ୍ୟ’ରେ ପ୍ରୀତୋ ଅରୋଡା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଶ୍ରଦ୍ଧା ମଙ୍ଗଳବାର ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକି ମାତ୍ର ଦୁଇ ଘଂଟା ମଧ୍ୟରେ ୧ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଦୃତଗତିରେ ଭାୟରାଲ ହେଉଥିବା ଏହି ଭିଡିଓରେ ଶ୍ରଦ୍ଧା ତାଙ୍କ ବନ୍ଧୁଙ୍କ ସହ ତଉଲିଆ ପିନ୍ଧି ଡ୍ୟାନ୍ସ କରୁଥିବା ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More