Only for Entertainment

ରିଲିଜ ହେଲା ‘କଳଙ୍କ’ର ଜବରଦସ୍ତ ଟ୍ରେଲର, ଦେଖନ୍ତୁ

India
36

କରଣ ଜୋହରଙ୍କ ପ୍ରଡକ୍ସନରେ ନିର୍ମିତ ୨୦୧୯ର ସବୁଠାରୁ ବଡ ଫିଲ୍ମ ‘କଳଙ୍କ’ର ଟ୍ରେଲର ରିଲିଜ ହୋଇସାରିଛି । ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ବେଳେ ପ୍ରାୟ ୧୪ ଦିନ ପୂର୍ବରୁ ମେକର୍ସ ଏହାର ଟେସ୍ରଲରକୁ ରିଲିଜ କରିଦେଇଛନ୍ତି । ୨ ମିନିଟ ୧୨ ସେକେଣ୍ଡର ଏହି ଟ୍ରେଲରରେ ଆପଣ ଇମୋଶନ, ଲଭ, ଡ୍ରାମା, ଆକ୍ସନ ଦେଖିପାରିବେ । ଟ୍ରେଲର ଦେଖିଲା ପରେ ଏବଂ ଏହାର ଡାଇଲଗ ଶୁଣିଲା ପରେ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ଏହା ପୂର୍ବରୁ ଫିଲ୍ମର ଟିଜର, ଏବଂ ୩ଟି ଗୀତ ରିଲିଜ କରାଯାଇଛି ଯାହାକୁ ଦଶ ର୍କ ଖୁବ ପସନ୍ଦ କରିଛନ୍ତି । ଟ୍ରେଲରରେ ଆଲିଆ, ବରୁଣ, ସୋନାକ୍ଷୀ, ଆଦିତ୍ୟ ରୟ କପୁର, ମାଧୁରୀ ଦିକ୍ଷୀତ, ସଂଜୟ ଦତ୍ତଙ୍କ ଅଭିନୟ ଦେଖିବା ପରେ ଜଣା ପଡୁଠି ଯେ ଫିଲ୍ମ ବକ୍ସ ଅଫିସରେ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତି ପରିବ । ଫିଲ୍ମ ୧୭ ଏପ୍ରିଲରେ ପରଦାକୁ ଆସିବ ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More