Only for Entertainment

ରିଲିଜ ହେଲା ଆଭେଜଂସ ୪ର ଟ୍ରେଲର ।

youtube
20

ବହୁ ପ୍ରତିକ୍ଷୀତ ଆଭେଂଜର୍ସର ସିକ୍ୱେଲ ବା ଏହାର ଚତୁର୍ଥ ଭାଗ ଆଭେଜର୍ସ ଏଣ୍ଡ ଗେମର ଟ୍ରେଲର ରିଲିଜ ହୋଇ ସାରିଛି ।ଆଭେଜଂର୍ସ ଇନଫିନିଟି ୱାରରେ ଥିବା କନକ୍ଲୁଜନକୁ ସମାଧାନ କରିବ ଏହି ଫିଲ୍ମ ।

ଟ୍ରେଲର ଆଇରନ ମ୍ୟାନଙ୍କର ଏକ ବାର୍ତ୍ତାରୁ ଆରମ୍ଭ ହୋଇଛି । ଏହି ଫିଲ୍ମରେ ରୋବର୍ଟ ଡୋନି ଜେ ଆର,ଚ୍ରିସ ହେମସୱଥ,ମାର୍କ ରୁଫାଲୋ,ଚ୍ରିସ ଏଭାନ୍ସ,ସ୍କାରଲେଟ ଜନସନ,ବେନେଡିଗ୍ଟ କ୍ୟୁମ୍ବେରବ୍ୟାଚ,ଡନ ଚିଡଲେ,ଟମ ହଲାଣ୍ଡ,ଚଡ଼ୱିକ ବୋସମ୍ୟାନ,ପଲ ବେଟାନୀ,ଏଲିଜାବେଥ ଓଲସେନ,ଆନ୍ଥୋନି ମ୍ୟାକି,ସେବାଷ୍ଟିଆନ ଷ୍ଟାନ,ଡନାଇ ଗୁରିରା,ଡେଭ ବୌଟିଷ୍ଟା,ଜୋଏ ସଲଦାନ,ଜୋସ ବ୍ରୋଲିନଚ ଏବଂ ଚ୍ରିସ ପ୍ରାଟ ପ୍ରମୁଖ ନଜର ଆସିବେ ।

ଫିଲ୍ମ ଆଭେଂଜର୍ସ ଇନଫିନିଟି ୱାରର ନିର୍ମାତା ଆନ୍ଥୋନି ଏବଂ ଜୋଏ ରୁସୋଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ।ଫିଲ୍ମ ୩ ମଇ ୨୦୧୯କୁ ସିନେମାଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More