Only for Entertainment

ବିନା ଭିସାରେ ବୁଲନ୍ତୁ ଏହି ସବୁ ଦେଶ ।

fhm
0 58

ପର୍ଯ୍ୟଟକଙ୍କ ଲାଗି ଖୁସି ଖବର! କାରଣ ଏଣିକି ଆପଣମାନେ ଘରେ ବସି ମଧ୍ୟ ଆପଣଙ୍କର ପାସପୋର୍ଟପାଇଁ ଆବେଦନ କରିପାରିବେ।ଯଦି ଆପଣ ବିଦେଶ ଭ୍ରମଣର ଯୋଜନା କରୁଛନ୍ତି ,ତେବେ ଏହା ଆପଣଙ୍କ ସମସ୍ୟାକୁ ଆହୁରି କିଛି ମାତ୍ରାରେ କମାଇଦେବ। ହେଲେ ପାସ୍‌ପୋର୍ଟର ବିନା ସହାୟତାରେ ବିଦେଶ ଯାତ୍ରାଲାଗି ଭିିସା କରିବାକୁ ହୁଏତ ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିପାରେ। ହେଲେ ଯଦି ଆପଣ ବିନା ଭିସାରେ ବିଦେଶ ଯାତ୍ରା କରିବାକୁ ଚାହୁଁଥାଆନ୍ତି ,ତେବେ ଆଜି ଆମେ ଆପଣଙ୍କୁ ଏପରି ୬ଟି ଦେଶ ବିଷୟରେ ଜଣାଇବୁ;ଯେଉଁଠିକୁ କି ଯିବାକୁ ହେଲେ ଆପଣଙ୍କୁ ଭିସାର ସହାୟତା ଦରକାର ପଡ଼ିବନି!
ଏବେ ଜାଣନ୍ତୁ, କେଉଁ ସବୁ ଦେଶ….

୧-ନେପାଳ:-ଭାରତର ପଡ଼ୋଶୀରେ ଅବସ୍ଥିତ ନେପାଳ ଦେଶକୁ ଯିବାକୁ ହେଲେ ଆପଣଙ୍କୁ ଭିସାର ଆବଶ୍ୟକ ଦିନ ନାହିଁ। ହେଲେଏଠାକୁ ଯିବାର ଅଧିକତମ ୧୫୦ର ଆଗମନ ଲାଗି ଆପଣଙ୍କୁ ଭିସାର ଆବଶ୍ୟକତା ପଡ଼ିବ । ତେବେ ନେପାଳର ପାହାଡ଼ ଅଞ୍ଚଳକୁ ଯିବାକୁ ଯଦି ଆପଣଙ୍କର ପସନ୍ଦ ରହିଥାଏ ତ ତେବେ ଆପଣଙ୍କୁ ଏନେଇ ଆପଣଙ୍କର ଯେ କୌଣସି ହେଲେ ବି ଫଟୋ ଆଇଡ଼ିକୁ ଆପଣଙ୍କ ସାଥିରେ ନେଇକରି ଯିବାକୁ ପଡ଼ିବ।

୨-ମରିସସ୍‌:-ଭାରତୀୟ ନାଗରିକଙ୍କୁ ଏଠାରେ ଅଧିକତମ ୬୦ ଦିନର ଭ୍ରମଣ ଲାଗି ଭିସା ପ୍ରାପ୍ତ ହୋଇଥାଏ। ତେବେ ମରିସସ୍‌ ସମୁଦ୍ର ଭୋଜନ ପାଇଁ ମଧ୍ୟ ଅଲଗା ପ୍ରକାରର ପ୍ରସିଦ୍ଧି ରହିଛି।

 

୩-ଜାମାଇକା:- ତେବେ ଜାମାଇକା ଭ୍ରମଣ ଲାଗି ମଧ୍ୟ ଆପଣଙ୍କୁ କୌଣସି ପ୍ରକାରର କିଛି ବି ଭିସା ର ଆବଶ୍ୟକତା ପଡିବ ନାହିଁ। ତେବେ ଏନେଇ ଆପଣଙ୍କୁ କେବଳ ଆପଣଙ୍କ ପାସ୍‌ପୋର୍ଟକୁ ନେଇ ଜାମାଇକାର ଉଡ଼ାଣ ଲାଗି ଭରିବାକୁ ହେବ।


୪-ଫିଜି:-ସାଧାରଣତଃ ଫିଜି ତାହା ନିଜର ସୁନ୍ଦର ସମୁଦ୍ର ପାଇଁ ପ୍ରସିଦ୍ଧ ଅଟେ। ତେବେ ଏଠାକୁ ଯିବାକୁ ହେଲେ ଆପଣଙ୍କୁ ଭିସାର କୌଣସି ବି ଆବଶ୍ୟକତା ନାହିଁ।


୫-କାଂବୋଡିଆ:-ଏଥିସହିତ କାଂବୋଡିଆ ଯିବାକୁ ମଧ୍ୟ ଆପଣଙ୍କୁ ଭିସାର କୌଣସି ହେଲେ ବି ଆବଶ୍ୟକତା ହେବନି।ଏଠାରେ ପଂହଚିବା ପରେ ଆପଣ ଭିସା ପାଇଁ ଆବେଦନ କରିପାରନ୍ତି! କାରଣ ଅଧିକତମ ୩୦ ଦିନ ପର୍ଯ୍ୟନ୍ତ କାଂବୋଡିଆ ଭାରତୀୟ ନାଗରିକଙ୍କୁ ଆଗମନ ପାଇଁ ଭିସାର ସୁବିଧା ପ୍ରଦାନ କରିଥାଏ।


୬-ଇକ୍ୱେଡର୍‌ -ଏଠାକାର ସବୁଠାରୁ ଖାସ୍‌ କଥା ହେଉଛି ଏଇଆ ଯେ,ଏଠାକୁ ଯିବାପାଇଁ ଆପଣଙ୍କୁ କୌଣସି ପ୍ରକାରର ଭିସାର ଆବଶ୍ୟକ ହୋଇ ନଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More