Only for Entertainment

ଉଦ୍ଭିଦ ତିଆରି କରିବ ନିଜର ଆଲୋକ

dreams.metroeve.com
0 35

ମାସାଚୁସେଟ୍ସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକ ମାନେ ତିଆରି କରିଛନ୍ତି ନିଜେ ଆଲୋକ ପ୍ରସ୍ତୁତ କରିପାରୁଥିବା ଉଦ୍ଭିଦ । ଏହି ଉଦ୍ଭିଦ ପାଇଁ ବାହାରୁ ଆଲୋକ ଦରକାର ନାହିଁ । ବିଶେଷ ନାନୋ ଅଂଶକୁ ନିଜ ପତ୍ରରେ ମିଶାଇ ଆଲୋକ ପ୍ରସ୍ତୁତ କରିବ ଏହି ଉଦ୍ଭିଦ ।

ଉକ୍ତ ଉଦ୍ଭିଦକୁ ତିଆରି କରିବା ପାଇଁ ସେମାନେ ଲୁସିଫେରିସ୍ର କରିଛନ୍ତି ଯାହା ଉଦ୍ଭିଦର ନାନୋ ଅଂଶକୁ ବ୍ୟବହାର କରି ଆଲୋକ ଶକ୍ତି ବାହାର କରିବାରେ ସାହାଯ୍ୟ କରିବ । ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ ଏହି ଉଦ୍ଭିଦ ଭବିଷ୍ୟତରେ ଷ୍ଟ୍ରିଟ ଲାଇଟ ତିଆରି କରିବା ପାଇଁ ସକ୍ଷମ ହେବ । ପ୍ରଥମେ ଏହି ଉଦ୍ଭିଦ ୪୫ମିନିଟ ଆଲୋକ ପ୍ରସ୍ତୁତ କରୁଥିଲା କିନ୍ତୁ ଅଧିକ ପ୍ରୟୋଗ ପରେ ଏହା ୩.୫ଘଂଟା ଆଲୋକ ପ୍ରସ୍ତୁତ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More