Only for Entertainment

ସଂଜୟ ଦତ୍ତଙ୍କ ଝିଅ ହାସଲ କଲେ ମାଷ୍ଟର ଡିଗ୍ରୀ,ଦେଖନ୍ତୁ ସେୟାର କରିଥିବା ଫଟୋ ।

bollywood tadka
0 55

ସଂଜୟ ଦତ୍ତଙ୍କ ଝିଅ ତ୍ରିଶାଲା ଦତ୍ତ ତାଙ୍କ ଜୀବନର ସବୁଠାରୁ ବଡ଼ ଆଚିଭମେଂଟକୁ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ତ୍ରିଶାଲା ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । କେବଳ ସେତିକି ନୁହେଁ ଆଗାମୀ ଦିନରେ ସେ ଡକ୍ଟରେଟ ପଡିବାକୁ ଯାଉଛନ୍ତି ।

 

ତ୍ରିଶାଲା ନ୍ୟୁୟର୍କର ହଫଷ୍ଟ୍ରା ୟୁନିଭର୍ସିଟିରେ ପଢୁଛନ୍ତି । ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ କନଭୋକେସନ ସେରମନିର ଫଟୋ ସେୟାର କରିଛନ୍ତି । ଏହି ଖାସ ମୌକାରେ ତାଙ୍କ ପାଇଁ ଏକ ଭିନ୍ନ କେକ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ତାଙ୍କ ସବଜେକ୍ଟ ବିଷୟରେ ସୂଚାଯାଇଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More