Only for Entertainment

ରିଲିଜ୍ ହୋଇଛି ସିନେମାର ରୋମାଂଟିକ୍ ଗୀତ ‘ତୁ ପରା ମୋ ଦିଲ୍ କି ମେହମାନ୍’ !

50

ଓଲିଉଡ୍ ପରଦାରେ ଚଳଚ୍ଚିତ୍ର ପ୍ରେମରେ ରଖିଛି ଶହେ ରୁ ଶହେ ଧମାଲ୍ ମଚାଉଥିବାବେଳେ, ଏବେ ରିଲିଜ୍ ହୋଇଛି ସିନେମାର ରୋମାଂଟିକ୍ ଗୀତ ‘ତୁ ପରା ମୋ ଦିଲ୍ କି ମେହମାନ୍’ । ଗୀତରେ ଫିଲ୍ମର ଲିଡ୍ ଜ୍ୟୋତି ଓ ରିୟାଙ୍କ ମଧ୍ୟରେ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି । ମଳୟ ମିଶ୍ରଙ୍କ ସଙ୍ଗୀତରେ ଏହି ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି କଣ୍ଠଶିଳ୍ପୀ ଈରା ମହାନ୍ତି ଓ ସ୍ୱୟମ୍ ପାଢୀଙ୍କ ଆକର୍ଷଣୀୟ ଗାୟିକି । ବିରଂଚି ନାରାୟଣ ପଣ୍ଡା, ଦିଲ୍ଲୀପ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକଙ୍କ ମିଳିତ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସଂଜୟ ନାୟକ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More