Only for Entertainment

ସବୁଠାରୁ ଅଧିକ ଫିସ ନିଅନ୍ତି ଏହି ୧୦ ଆକ୍ଟର,ଶେଷ ବ୍ୟକ୍ତିଙ୍କୁ ତ ସାରା ଦୁନିଆ ଜାଣିଛି ।

Baltana
0 59

ବଲିଉଡ ଭଳି ଟିଭି ଜଗତର ତାରକା ମଧ୍ୟ ଭଲ ରୋଜଗାର କରନ୍ତି । ଏଭଳିକି ଟିଭି ଆକ୍ଟର୍ସ ଫିଲ୍ମ ଆକ୍ଟରଙ୍କ ଅପେକ୍ଷା ଅଧିକ ଇନକମ କରନ୍ତି । ଚାଲନ୍ତୁ ଆଲୋଚନା କରିବା ସେହିଭଳି ୧୦ ଜଲ ଟିଭି ଆକ୍ଟରଙ୍କ ବିଷୟରେ ।

ସାକ୍ଷୀ ତମ୍ବର-ଗୋଟିଏ ଏପିସୋଡ ପାଇଁ ନିଅନ୍ତି ୮୦ ହଜାର ଟଙ୍କା ।


ମନୀଷ ପଲ-ଶୋ ଝଲକ ଦିଖଲା ଯା-ଫିସ-୧.୫ କୋଟି ।


ରାମ କପୁର-୧.୨୫ ଲକ୍ଷ ଗୋଟିଏ ଏପିସୋଡ ପାଇଁ ।


ଶିବାଜୀ ସାଟମ-ସିଆଇଡି-ଏପିସୋଡ ପାଇଁ ୧ ଲକ୍ଷ ।


ହିନା ଖାନ-ୟେ ରିସ୍ତା କ୍ୟା କେହଲତା ହୈ-ଗୋଟିଏ ଏପିସୋଡ ପାଇଁ ୧.୨୫ ଲକ୍ଷ ।


ସୁନିଲ ଗ୍ରୋଭର-ଦ କପିଲ ଶର୍ମା ଶୋ-ଗୋଟିଏ ଏପିସୋଡ ପାଇଁ ୧୦ରୁ ୧୨ ଲକ୍ଷ ।


କରଣ ପଟେଲ-ୟେ ହୈ ମୋହବତେଁ-ଗୋଟିଏ ଏପିସୋଡ ପାଇଁ ୧ରୁ ୧.୨୫ ଲକ୍ଷ ।


ଦିବ୍ୟାଙ୍କା ତ୍ରିପାଠୀ-ଗୋଟିଏ ଏପିସୋଡ ପାଇଁ ୧ ଲକ୍ଷ ।


ଜେନିଫର ୱିଙ୍ଗେଟ-ବେହଦ-ଗୋଟିଏ ଏପିସୋଡକୁ ୧ ଲକ୍ଷ ।


କପିଲ ଶର୍ମା-ଦ କପିଲ ଶର୍ମା ଶୋ-ଗୋଟିଏ ଏପିସୋଡ ପାଇଁ ୬୦ରୁ ୮୦ ଲକ୍ଷ ।

kapil-sharma

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More