Only for Entertainment

ରାଜନୀତିରେ ପ୍ରବେଶ କଲେ ଶିିଲ୍ପା ସିନ୍ଦେ, କଂଗ୍ରେସରେ ସାମିଲ ।

youtube
40

ଭାବିଜୀ ଘର ପର ହୈ ଫେମ ଏବଂ ବିଗବସ ବିଜୟିନୀ ଶିଲ୍ପା ସିନ୍ଦେ ରାଜନୀତିରେ ପ୍ରବେଶ କରି ସାରିଛନ୍ତି । ଆଜ୍ଞା ହଁ ସିଲ୍ପା ଆଜି କଂଗ୍ରେସରେ ସାମିଲ ହୋଇ ସାରିଛନ୍ତି । ମୁମ୍ବାଇ କଂଗ୍ରେସ କମିଟିର ଅଧ୍ୟକ୍ଷ ଏବଂ ପାର୍ଟି ନେତା ଚରଣ ସିଂ ସାପରାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ।

ଶିିଲ୍ପାଙ୍କ ଟିଭି ଯାତ୍ରା କଥା ଆଲୋଚନା କରିବା ତ ସିଲ୍ପା ୧୯୯୯ରେ ଟିଭିରେ ଡେବ୍ୟୁ କରିଥିଲେ । କିନ୍ତୁ ‘ଭାବିଜୀ ଘର ପର ହୈ’ରୁ ତାଙ୍କୁ ମିଳିଥିଲା ଖାସ ପରିଚୟ । ଯେଉଁଥିରେ ସେ ଅଙ୍ଗୁରୀ ଭାଉଜ ଚରିତ୍ରରେ ନଜର ଆସିଥିଲେ । ଶୋ’ରେ କିଛି ବିବାଦ ହେବା ଯୋଗୁଁ ୨୦୧୬ରେ ଶିଳ୍ପା ଶୋ ଛାଡ଼ି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More