Only for Entertainment

ଟିଭିର ଏହି ଆକ୍ଟର ଯେଉଁମାନେ ସୁପର ସ୍ୱାଙ୍କି କାର ବ୍ୟବହାର କରନ୍ତି ।

times of india
0 65

ଲଗଜୁରିୟସ କାର ଚଳାଇବାକୁ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଆବଶ୍ୟକ ଥାଏ କେବଳ ଅର୍ଥ । ଯଦିଓ ଏହା ସମସ୍ତଙ୍କ ପାଇଁ ଏତେ ସାଧାରଣ ହୋଇ ନଥାଏ । ବଲିଉଡରେ କେବଳ ଫିଲ୍ମ ଆକ୍ଟର ନୁହଁନ୍ତି ବରଂ ଟିଭି ଆକ୍ଟରମାନେ ମଧ୍ୟ ଲଗଜୁରିୟସ କାର ବ୍ୟବହାର କରନ୍ତି । ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା ।

ବିଗ ବସ ସିଜନ ୭ର ବିଜୟିନୀ ଗୌହର ଖାନ ଅଡି କ୍ୟୁ୭ର ଓନର । ଏତେ ସୁନ୍ଦର ଓ ଆକର୍ଷିତ ଅଭିନେତ୍ରୀଙ୍କୁ ଏହି ଗାଡ଼ି ଖୁବ ମ୍ୟାଚ କରୁଥିବା ନଜର ଆସିଛି । ଦେଖନ୍ତୁ ତାଙ୍କ ପ୍ରିୟ ସାଙ୍ଗ ବାଣୀ ଜକ୍ସଙ୍କ ସହିତ ଏକ ଫଟୋ ।

‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ର ମୁଖ୍ୟ କଳାକାର ସାହିର ସେଖଙ୍କ ନାମ ମଧ୍ୟ ଏଥିରେ ରହିଛି । ତେବେ ସେ ଏକ ବିଏମଡବ୍ଲ୍ୟୁର ମାଲିକ ଥିଲେ,କିନ୍ତୁ ମରସିଡିଜ ଚଲାଇବାକୁ ନେଇ ତାଙ୍କର ଏକ ସ୍ୱପ୍ନ ଥିଲା,ଏବଂ ଏହି ସ୍ୱପ୍ନ ଏବେ ପୂରଣ ହୋଇଛି ।

 


ସାକ୍ଷୀ ତନୱାର ଫିଲ୍ମ ଦଙ୍ଗଲ ପରେ ପରେ ଭଲଭୋ ଏସ ୯୦ କିଣିଛନ୍ତି ।

ଏରିକା ଫର୍ଣ୍ଣାଡିଜ ମଧ୍ୟ ଏକ ବିଏମଡବ୍ଲ୍ୟୁର ଓନର ।

‘କସମ ତେରେ ପ୍ୟାର କି’ର ଲିଡ ଆକ୍ଟର ବା ଚକଲେଟ ଆକ୍ଟର ସାରଦ ମଲହୋତ୍ରାଙ୍କୁ ଲଗଜୁରିୟସ ଗାର ଚଲାଇବାକୁ ଖୁବ ଭଲ ଲାଗେ । ତେବେ ସେ ଏକ ମରସିଡିଜ ବେଂଜର ମାଲିକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More