Only for Entertainment

ସ୍ୟାଲୁନ ବାହାରେ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଟ୍ୱିଙ୍କଲ

bollywood tadk
23

ଅକ୍ଷୟ କୁମାରଙ୍କ ପତ୍ନୀ ବା ବଲିଉଡ ଅଭିନେତ୍ରୀ ଟ୍ୱିଙ୍କଲ ଖନ୍ନା ଅଧିକାଂଶ ସମୟରେ ନିଜ ବୋଲ୍ଡ ଲୁକ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ହୁଏତ ଏହି ଅଭିନେତ୍ରୀ ଏବେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି, କିନ୍ତୁ ସେ ଏହା ପୂର୍ବରୁ ଖୁବ ନାମ ଏବଂ ଯଶ ଅର୍ଜନ କରିଛନ୍ତି । ୪୫ ବର୍ଷରେ ମଧ୍ୟ ଲୋକ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି ।

ନିକଟରେ ସବୁଥର ଭଳି ଏହିଥର ମଧ୍ୟ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି ଟ୍ୱିଙ୍କଲ ।

ବାସ୍ତବରେ ଅଭିନେତ୍ରୀ ବାନ୍ଦ୍ରାର ଏକ ସ୍ୟାଲୁନ ବାହାରେ ସ୍ପଟ ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More