Only for Entertainment

ସମନ ପରେ ମଧ୍ୟ ଭାରତ ଆସିବାକୁ ମନା କରିଦେଲେ ଟ୍ୱିଟରର ସିଇଓ ।

amarujala
20

ଭାରତର ସଂସଦୀୟ ସମିତି ଦ୍ୱାରା ସମନ ପଠାଯିବା ପରେ ଟ୍ୱିଟରର ସିଇଓ ଜ୍ୟାକ ଡାର୍ସୀ ଏବଂ ଶୀର୍ଷ ଅଧିକାରୀ ଉପସ୍ଥିତ ହେବା ପାଇଁ ମନା କରିଦେଲେ । ଆଇଟି ପାଇଁ ପ୍ରସ୍ତୁତ ହୋଇଥିବା ସଂସଦୀୟ ସମିତି ଜ୍ୟାକ ଡାର୍ସୀଙ୍କୁ ସମନ ପଠାଇଥିଲେ । ସଂସଦରେ ଉପସ୍ଥିତ ହେବା ପାଇଁ ୧୦ ଦିନର ସମୟ ଦିଆଯାଇଥିଲା । ଏହି ସଂସଦୀୟ ସମିତି ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ହେଉଛି । ୧ ଫେବୃୟାରୀକୁ ଠାକୁର ଚିଠି ପଠାଇଥିଲେ ।

ସୋସିଆଲ ମିଡିଆରେ କେଉଁଭଳି ଲୋକ ମାନଙ୍କର ଯତ୍ନ ନିଆଯାଉଛି ସେହି ବିଷୟରେ ଆଲୋଚନା ପାଇଁ ଟ୍ୱିଟରକୁ ୭ ଫେବୃୟାରୀ ପାଇଁ ମିଟିଙ୍ଗ ପାଇଁ ଡକା ଯାଇଥିଲା, କିନ୍ତୁ ପରେ ଏହାକୁ ୧୧ ତାରିଖକୁ ଘୁଂଚାଇ ଦିଆଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More