Only for Entertainment

ଜଣେ ପ୍ରେମିକ ଦୁଇ ପ୍ରେମିକା, ପ୍ରେମ ପାଇଁ ଦୁଇ ପ୍ରେମିକା ହେଲେ ପିଟାପିଟି ଭିଡିଓ ଭାଇରାଲ !

85

ବିଲ ମଝିରେ ଚାଲିଥିଲା ଲଢେଇ । ସେ ପୁଣି ଷଣ୍ଢ କି ପୁରୁଷ ନୁହଁନ୍ତି, ମାତ୍ର ୨କଲେଜ ଛାତ୍ରୀଙ୍କ ମଧ୍ୟରେ । ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି କେଉଁ ସ୍ଥାନର ସ୍ପଷ୍ଟ ଜଣା ପଡି ନାହିଁ ବରଂ ଅନୁମାନ ଲଗାଯାଉଛି ଯେ ଏହି ଭିଡିଓଟି ହେଉଛି ଜଗତସିଂପୁର ଅଂଚଳର ।

ସବୁଠାରୁ ମଜାଦାର କଥା ହେଉଛି ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବା କାରଣ ହେଉଛି ପ୍ରେମ । ପ୍ରେମିକାର ବୟଫ୍ରେଣ୍ଡ ଅନ୍ୟ ଝିଅଟିକୁ ଫୋନ କରିବା କାରଣରୁ ଏଭଳି ଝଗଡା ଆରମ୍ଭ ହୋଇଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More