Only for Entertainment

ଆୱାର୍ଡ଼ ସେରମନୀରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିବାର ଦେଖି ଅବାକ୍ ହୋଇଗଲେ ଦର୍ଶକ ।

aajtak
0 18

୨୦୧୮ର ୭୦ତମ ଏମି ଆୱାର୍ଡ଼ସରେ କିଛି ଏଭଳି ହେଲା ଯାହା ଏବେ ଖୁବ ଚର୍ଚ୍ଚାରେ ରହିଛି । ବାସ୍ତବରେ ସେରମନିରେ ବେଷ୍ଟ ନିର୍ଦ୍ଦେଶକ ଆୱାର୍ଡ଼ ନେବାକୁ ପହଂଚିଥିବା ନିର୍ମାତା ନିର୍ଦ୍ଦେଶକ ଗ୍ଲେନ ବିସ ତାଙ୍କ ଗର୍ଲଫ୍ରେଣ୍ଡ ଜୈନ ସ୍ୱେଡସନଙ୍କୁ ଷ୍ଟେଜରେ ପ୍ରପୋଜ କଲେ । ତାଙ୍କର ଏଭଳି କରିବା ଦ୍ୱାରା ସେଠାରେ ଉପସ୍ଥିତ ଲୋକ ନିଶବ୍ଦ ହୋଇଗଲେ । ନିହାତି ଭାବରେ ଏହା ତାଙ୍କର ଏକ ବଡ଼ ସରପ୍ରାଇଜ ଥିଲା ।

 

ଷ୍ଟକ୍ସରେ ଗ୍ଲେନ ତାଙ୍କ ମା’ଙ୍କ ବିଷୟରେ କହିଲେ,ଯାହାଙ୍କର ଦୁଇ ସପ୍ତାହ ପୂର୍ବରୁ ମୃତ୍ୟୁ ହୋଇଥିଲା । ଭାଷଣ ମଧ୍ୟରେ ସେ ହଠାତ ଜୈନଙ୍କୁ ପ୍ରପୋଜ କଲେ । ଏହାର ପୂରା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ସେଠାରେ ଗ୍ଲେନ ଏହା ମଧ୍ୟ କହିଲେଯେ ତୁମକୁ ମୋ ଗର୍ଲଫ୍ରେଣ୍ଡ କହିବାକୁ ମୋତେ ଭଲ ଲାଗୁନାହିଁ,କାରଣ ମୁଁ ତୁମକୁ ପତ୍ନୀ କହିବାକୁ ଚାହେଁ । ଏହାପରେ ଗ୍ଲେନ ଆଣଣ୍ଠୁମାଡ଼ି ବସିଗଲେ ଏବଂ ରିଙ୍ଗ ଧରି ପ୍ରପୋଜ କଲେ । ଏହା ଦେଖି ଜୈନ ଖୁବ ଇମୋଶନାଲ ହୋଇଗଲେ । ତତକ୍ଷଣାତ ସେ ବିବାହ ପାଇଁ ହଁ କରିଦେଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More