Only for Entertainment

ତୂଳୀ ବିନା ଭିକାରୀ ବନାଉଛି ପେଟିଂ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ।

youtube
0 44

ଆପଣ ଦେଖି ପାରୁଥିବେ ଭିକାରୀ କୁହାଯାଉଥିବା ବ୍ୟକ୍ତି ଜଣକ କେବଳ ମାଟି, କାଦୁଅ ଏବଂ ଘାସର ସହାୟତାରେ ବିନା କୌରସି ବ୍ରଶରେ ଚିତ୍ର ଆଙ୍କୁଛନ୍ତି । ଏଭଳି ନିଆରା କାର୍ଯ୍ୟ କରିବା ସତ୍ତେ୍ୱ ସେ ତାଙ୍କ ଏହି କଳାରୁ ଅଜଣା ଅଟନ୍ତି । ତାଙ୍କୁ ଜଣା ନାହିଁ ସେ କେତେ ବଡ ଚିତ୍ରକାର ଅଟନ୍ତି ।

ଭାରତରେ ପ୍ରତିଭାଶାଳୀ ମାନଙ୍କର ଅଭାବ ନାହିଁ ମାତ୍ର ଏପରି କିଛି ଭିନ୍ନ କଳାକାର ଅଛନ୍ତି ଯାହାଙ୍କର ପ୍ରତିଭା କେବେ ପରିଚିତ ହୋଇପାରିନାହିଁ ।

ଆପଣ ଏହି ଭିଡିଓ ଦେଖି ଜାଣି ପାରିବେ କିଭଳି ସେହି ଭିକାରୀ ଜଣକ ମାଟି କାଦୁଅ ଘାସରେ ନିଜର ନିଆରା ପ୍ରତିଭା ଦେଖାଉଛନ୍ତି । ସେ ଚିତ୍ର ଗୁଡିକ ମଧ୍ୟ ଅନାବନା ନୁହେଁ ବରଂ ସାଧାରଣ ଚିତ୍ର ଠାରୁ ମଧ୍ୟ ସୁନ୍ଦର । ଏହି ଭିଡିସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ପ୍ରତିଭାକୁ ଆମେ ସମ୍ମାନ ଦେବା ଉଚିତ ।

ଦେଖନ୍ତୁ ଏହି ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More