Only for Entertainment

ଭାଇରାଲ ହେଲା ମୁଣ୍ଡ ନଥିବା ଅଜବ ଜୀବର ଭିଡ଼ିଓ, ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

punjab keasri
28

ସୋସିଆଲ ମିଡିଆରେ ମୁଣ୍ଡ ନଥିବା ଅଜବ ଜୀବଙ୍କ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଂଟାର୍କଟିକାର ସମୂଦ୍ରରେ ଦେଖା ଯାଉଥିବା ଏହି ଜୀବଙ୍କ ଭିଡ଼ିଓ ସାମ୍ନାକୁ ଆସିବା ପରେ ଲୋକମାନେ ଏମାନଙ୍କ ନାମ ହେଡଲ୍ସ ଚିକନାଫିସ ଦେଇଛନ୍ତି । ଏହି ମାଛର ରଙ୍ଗ ଏବଂ ଶରୀରର ଗଢଣି ଏତେ ଅଜବଯେ ଏଭଳି ଜୀବ ଅଛନ୍ତି ବୋଲି ଲୋକଙ୍କୁ ବିଶ୍ୱାସ ହେଉନାହିଁ ।

ମିଡିଆ ରିପୋର୍ଟ ଅନୁସାରେ ଏହି ଜୀବର ବାସ୍ତବ ନାମ । ଏହାର ଗଢଣି ଖୁବ ଭିନ୍ନ । ଏହାର ଶରୀର ସହିତ ମୁଣ୍ଡ ଦେଖା ଯାଉନାହିଁ,କିନ୍ତୁ ସେ ତା ଗୋଡ଼ ସାହାଯ୍ୟରେ ସମସ୍ତ ଜିନିଷ ମୁହଁକୁ ନେଉଛି । ସେ ତାକୁ ଶୀକାର କରୁଥିବା ଜୀବକୁ ଡରାଇବା ପାଇଁ ଫୁଲି ଯାଉଛି । ଖବର ଅନୁସାରେ ଏହାର ଏହି ଜୀବର ଆକାର ୧୧ ସେମିରୁ ୨୪ ସେମି । ଲୋକଙ୍କ କହିବା ଅନୁସାରେ ଏହା ଆଜି ପର୍ଯ୍ୟନ୍ତ ଦେଖା ଯାଇଥିବା ସମସ୍ତ ଜୀବଙ୍କ ଠାରୁ ଖୁବ ଭିନ୍ନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More