Only for Entertainment

ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ଭିନ୍ନ ସ୍ୱାଦର ଓଡିଆ ଫିଲ୍ମ ‘ ଆଇ ହେଟ ୟୁ- ଆମି ତୋମାକେ ଭାଲୋବାସି’ !

60

ନାୟକ ନାୟିକାକୁ ଉଠାଇ ନେଇଯିବା ସମସ୍ତେ ଶୁଣିଥିବେ ଏବଂ ଜାଣିଥିବେ । କେବଳ ନାୟକ ନୁହଁନ୍ତି ବରଂ ସାଧାରଣ ଜନତା ଭିଡରେ ମଧ୍ୟ ଶୁଣିବାକୁ ମିଳେ ପୁଅ ଝିଅକୁ ଉଠାଇ ନେବା । ତେବେ ଏବେ ଏକ ନୂଆ ଓଡିଆ ଫିଲ୍ମ ପରଦାକୁ ଆସିବାକୁ ଯାଉଛି ଯେଉଁଥିରେ ନାୟିକା ତାଙ୍କ ସ୍କୁଟିରେ ଉଠାଇ ନେଉଛନ୍ତି ନାୟକଙ୍କୁ । କିନ୍ତୁ ବାଟ ମଝିରେ ଗାଡି ଖରାପ ହୋଇଯାଉଛି । ସୁଟିଂ ସେଟରେ ସମସ୍ତଙ୍କୁ ଏହି ଦୃଶ୍ୟ ଆଶ୍ଚର୍ଯ୍ୟ କରିଥିଲେ ମଧ୍ୟ ଏହା ବାସ୍ତବ ନଥିଲା ।

ତନ୍ମୟ ପାତ୍ର ଙ୍କ ନିର୍ଦ୍ଦେଶିତ ଏବଂ ଅଭିଜିତ୍ ସାହୁଙ୍କ କାହାଣୀକୁ ନେଇ ଏହି ଓଡିଆ ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି ‘ଆଇ ହେଟ ୟୁ-ଆମି ତୋମାକେ ଭାଲୋ ବାସି’ । ଏଥିରେ ନୂଆ କରି ଫିଲ୍ମରେ ଅଭିନୟ କରିବେ ନାୟିକା ଶୁଭାଙ୍ଗୀ ଏବଂ ନାୟକ ପ୍ରବୀଣ । ଉଭୟ କଳାକାର ନୂଆ କରି ସିନେମାରେ ପାଦ ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More