Only for Entertainment

ଉର୍ମିଳାଙ୍କୁ କଂଗ୍ରେସର ନିର୍ବାଚନ ଟିକେଟ ମିଳିବ ପରେ ବଲିଉଡ କଳାକାରଙ୍କୁ ନେଇ କିଛି ଏଭଳି ଦେଲେ ପ୍ରତିକ୍ରିୟା !

30

କଂଗ୍ରେସରେ ଯୋଗ ଦେବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । ଯୋଗ ଦେବାର ୩ଦିନ ହୋଇ ସାରିଥିବା ବେଳେ ଉର୍ମିଲା କରୁଥିବା ବୟାନବାଜିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ମୋଦିଙ୍କୁ ନେଇ ଉର୍ମିଲା ନିଜର ବୟାନ ରଖିଥିବା ବେଳେ ଆଜି ସେ ବଲିଉଡ୍‌ କଳାକାରମାନଙ୍କୁ ନେଇ ବୟାନ ଦେଇଛନ୍ତି ।

 

ତାଙ୍କ କହିବା ଅନୁଯାୟୀ, ମୁଁ କଂଗ୍ରେସରେ ଯୋଗ ଦେବା ପରେ ବଲିଉଡ୍‌ ବନ୍ଧୁମାନେ ନିର୍ବାଚନ ପ୍ରଚାରରେ ମୋତେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କେତେ ଜଣ ନିଜ କଥା ରଖୁଛନ୍ତି, ତାହା ସମୟ ଆସିଲେ ଜଣା ପଡ଼ିବ । ଯଦି ସେମାନେ ଆସନ୍ତି, ତେବେ ବହୁତ ଭଲ । ଯଦି ସେମାନେ ନ ଆସନ୍ତି, ତେବେ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ ଉର୍ମିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More