Only for Entertainment

ଭାଇରାଲ ହେଉଛି ଉର୍ବସୀ ରୌତେଲଙ୍କ ହଟ ଡ୍ୟାନ୍ସ

punjabkesari
103

ବଲିଉଡର ହଟ ଅଭିନେତ୍ରୀ ଉର୍ବସୀ ରୌତେଲା ତାଙ୍କ ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସିଯାନ୍ତି । ଅଧିକାଂଶ ସମୟରେ ଉର୍ବସୀ ତାଙ୍କ ହଟ ଏବଂ ବୋଲ୍ଡ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଶେୟାର କରନ୍ତି । ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡ଼ିଓ ନିଜେ ଉର୍ବସୀ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି ।

ଭିଡ଼ିଓରେ ଅଭିନେତ୍ରୀ ଧମାକାଦାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ଲାଟେଷ୍ଟ ଭିଡ଼ିଓକୁ ଫ୍ୟାନ୍ସ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି । ନିକଟରେ ଉର୍ବସୀ ରିଲିଜ ହୋଇଥିବା ‘ବିଜଲୀ କି ତାର’ରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More