Only for Entertainment

ଉର୍ବଶୀ ରୌଟେଲାଙ୍କ ହଟ ଡାନ୍ସ ଦେଖି ଆପଣ ମଧ୍ୟ କରିବେ ‘ପାଗଳପନ୍ତୀ’ ଭିଡିଓ ହେଉଛି ଭାଇରାଲ !

128

କିଛି ଦିନ ମଧ୍ୟରେ ଜନ ଅବ୍ରାହମ ଷ୍ଟାର ପାଗଳପନ୍ତୀ’ରିଲିଜ ହେବ । ଯେଉଁକାରଣରୁ ପୂରା ଟିମ ଏବେ ଫିଲ୍ମ ପ୍ରମୋଶନରେ ଲାଗିପଡିଛନ୍ତି । ଏହି ଫିଲ୍ମର ଟ୍ରେଲର ଏବଂ ଗୀତ ପ୍ରଥମରୁ ରିଲିଜ ହୋଇସାରିଲାଣି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ତେବେ ଏହି ଫିଲ୍ମର ନିକଟରେ ଏକ ଗୀତ ରିଲିଜ ହୋଇଥିଲା । ଏବେ ଏହି ଗୀତରେ ଉର୍ବଶୀଙ୍କ ଡାନ୍ସ ଦେଖିବାକୁ ମିଳିଛି । ଯାହା ସେ ନିଜ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି । ଏହାକୁ ଶେୟାର କରି ସେ ଲେଖିଛନ୍ତି ଯେ ଆପ ମୁଝେ ଅପନି କ୍ରେଜି ବିମାର ଦିଲ କେ ସାଥ ଭିଡିଓ ଭେଜେଁ ,ଜୋ ବେଷ୍ଟ ହୋଗା ମେଁ ଶେୟାର କରୁଙ୍ଗି ।

ଏହି ଭିଡିଓରେ ଉର୍ବଶୀ ପାଗଳପନ୍ତୀ ଗୀତ ବିମାର ଦିଲରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ଡାନ୍ସ କରୁଥିବା ଉର୍ବଶୀ ଖୁବ ହଟ ନଜର ଆସିଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ବିମାର ଦିଲ ୧୯୮୯ରେ ଆସିଥିବା ଶ୍ରୀଦେବୀ ଏବଂ ସନି ଦେୱଲଙ୍କ ଫିଲ୍ମ ଚାଲବାଜ୍ ର ଗୀତ ଅଟେ । ଏହି ଗୀତକୁ ପାଗଳପନ୍ତି ଫିଲ୍ମରେ ରିମେକ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More