Only for Entertainment

ଫିଲ୍ମଫେୟାର ଗ୍ଲାମର ଏବଂ ଷ୍ଟାଇଲ ଆୱାର୍ଡରେ ଏଭଳି ଡ୍ରେସରେ ପହଂଚିଲେ ଉର୍ବଶୀ ରୋତେଲା, ଦେଖନ୍ତୁ !

85

ମଙ୍ଗଳବାର ମୁମ୍ବାଇରେ ଆୟୋଜିତ ହୋଇଥିବା ଫିଲ୍ମଫେୟାର ଗ୍ଲାମର ଏବଂ ଷ୍ଟାଇଲ ଆୱାର୍ଡର ବଡ ଧୁମଧାମରେ ଆୟୋଜନ କରାଯାଇଥିଲା । ଏହି ଇଭେଂଟରେ ବଳିଉଡର ଅନେକ କଳାକାର ନଜର ଆସିଥିଲେ । କିନ୍ତୁ ଏହି ଆୱାର୍ଡରେ ନିଜ ହଟନେସରେ ସାରା ଲାଇମଲାଇଟ ଚୋରି କରିଥିଲେ ଉର୍ବଶୀ ରୋତେଲା । ଉର୍ବଶୀ ଏଠାରେ ହଟ ଅନ୍ଦାଜରେ ପହଂଚିଥିଲେ । ଏହି ସମୟରେ ସେ ଗ୍ରେ କଲରର ଏକ ସେକ୍ସି ଡେସ ପିନ୍ଧିଥିଲେ । ଯେଉଁଥିରେ ଉର୍ବଶୀଙ୍କ ପ୍ରାଇଭେଟ ପାର୍ଟ ଦେଖାଯାଉଥିଲା । ଦେଖନ୍ତୁ ଫଟୋ –

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More