Only for Entertainment

କ୍ୟାମେରା ପାଇଁ ପୋଜ ଦେଉଥିଲେ ଏହି ଅଭିନେତ୍ରୀ, ହଠାତ ବିଗିଡିଗଲା ସନ୍ତୁଳନ! ତାପରେ କ’ଣ ହେଲା… ଦେଖନ୍ତୁ ଭିଡିଓ ।

ndtv
0 46

ବଲିଉଡ କଳାକାରଙ୍କ ସହିତ ଏପରି ଅନେକ ଘଟଣା ଘଟିଯାଇଥାଏ ଯାହା ଫଳରେ ସେମାନେ ଅସହଜ ମନେ କରିଥାନ୍ତି । ଏପରି କିଛି ଘଟିଛି ‘ହେଟ ଷ୍ଟୋରୀ-୪’ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହିତ । ଉର୍ବଶୀଙ୍କର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ସୁଟିଂ ସମୟରେ ପଡିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଏହି ଭିଡିଓରେ ଉର୍ବଶୀ ଫଟୋସୁଟ କରୁଥିବା ଦେଖିବାକୁ ମିଳିଛି । ସେ ଖୁବ ଗ୍ଲାମରସ ଅନ୍ଦାଜରେ ପୋଜ ଦେଉଥିବା ବେଳେ ତାଙ୍କର ସନ୍ତୁଳନ ବିଗିଡିଯାଇଥିଲା । ତେବେ ସେ ପଡିବା ପୂର୍ବରୁ ନିଜକୁ ସମ୍ଭଳି ନେଇଥିଲେ । ଏବଂ ହସିଥିଲେ ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More