Only for Entertainment

କେଶରେ କିଭଳି ବ୍ୟବହାର କରିବେ ଏଲୋଭେରା ।

quora
38

‘ଆଲୋଭେରା’ ଜେଲ୍‌ ମୁହଁରେ ଲଗାଇଲେ, ମୁହଁରୁ କୁଞ୍ଚନ ଓ କଳା ଦାଗ ଦୂର ହେବା ସହ ସୌନ୍ଦର୍ଯ୍ୟ ବଢ଼ିଥାଏ ।ଏହାକୁ କେଶରେ ଲଗାଇଲେ କ’ଣ ସୁଫଳ ମିଳିଥାଏ ଏବଂ ‘ଆଲୋଭେରା’କୁ କେଶରେ କିପରି ଲଗାଇବେ, ଆସନ୍ତୁ ଜାଣିବା।

 

‘ଆଲୋଭେରା’ ଲଗାଇବା ଦ୍ୱାରା ଏହା କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ। ଏଣୁ କେଶ ବୃଦ୍ଧି ପାଇଁ ୨ ଚାମଚ ‘ଆଲୋଭେରା’ ଜେଲ୍‌ ସହିତ ୨ ଚାମଚ ବାଦାମ ତେଲ ମିଶାନ୍ତୁ। ଏଥିରେ ଗୋଟିଏ ଅଣ୍ଡାର ଧଳା ଅଂଶ ଏବଂ ଗୋଟିଏ ଚାମଚ ଦହି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ବ୍ୟତୀତ ଆପଣ ‘ଆଲୋଭେରା’ ଜେଲ୍‌କୁ କେବଳ ବାଦାମ ତେଲ ସହିତ ମିଶାଇ କେଶ ମୂଳରେ ମାଲିସ୍‌ କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More