Only for Entertainment

ପୂଜାରେ କରନ୍ତୁ ନାହିଁ ଏହି ଫୁଲର ବ୍ୟବହାର । କ୍ରୋଧ କରିବେ ଦେବୀ ଓ ଦେବତା ।

youtube
0 181

କୁହାଯାଏ ଭଗବାନଙ୍କୁ ଫୁଲର ବାସ୍ନା ଖୁବ ଭଲ ଲାଗେ । ସେଥିପାଇଁ ତାଙ୍କ ପୂଜାରେ ବିଭିନ୍ନ ପ୍ରକାର ଫୁଲର ବ୍ୟବହାର କରାଯାଏ । ପୁରାଣ ଅନୁସାରେ ଫୁଲକୁ ସକାଳ ସମୟରେ ତୋଳିବା ଉଚିତ । ଆବଶ୍ୟକ ସମୟରେ ସୂଯ୍ୟାର୍ସ୍ତ ପୂର୍ବରୁ ମଧ୍ୟ ତୋଳି ହେବ । ଧ୍ୟାନ ରଖିବା ଦରକାରଯେ ଦ୍ୱି୍ରପ୍ରହର ସମୟରେ ଫୁଲକୁ ତୋଳିବା ଅନୁଚିତ । ତେବେ ସ୍ନାନ ପୂର୍ବରୁ କେବେ ମଧ୍ୟ ଫୁଲ ତୋଳିବା ଅନୁଚିତ । ଏହା ସହିତ କୁହାଯାଏଯେ ଯଦି ଭଗବାନଙ୍କୁ ତାଙ୍କ ପ୍ରିୟ ଫୁଲରେ ପୂଜା କରାଯାଏ ତେବେ ସେ ପ୍ରସନ୍ନ ହୋଇଥାନ୍ତି । ସମସ୍ତ ପୂଜା ଏବଂ ମଙ୍ଗଳ କାର୍ଯ୍ୟରେ ଫୁଲର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି । ଏହା ସହିତ କେତେକ ଫୁଲରେ ପୂଜା କରିବା ପାଇଁ ମଧ୍ୟ ନିବାରଣ କରାଯାଇଛି । ସେ ସବୁ ବିଷୟରେ ଆସନ୍ତୁ ଜାଣିବା ।

ଅଗସ୍ତ୍ୟ ପୁଲ ଏବଂ ତୁଳସୀ କେବେ ମଧ୍ୟ ବାସୀ ହୋଇନଥାଏ । ପଦ୍ମ ଏବଂ କଇଁ ଫୁଲ ୧୫ ଦିନ ପର୍ଯ୍ୟନ୍ତ ବାସୀ ହୋଇନଥାଏ ।

ଦେବୀ ଓ ଦେବତାଙ୍କୁ କେବଳ ଚମ୍ପା କଢ ପ୍ରଦାନ କରାଯାଇପାରିବ ।

ପ୍ରଭୁ ଶିବଙ୍କ ପୂଜାରେ ମାଳତୀ,କୁନ୍ଦ,ଚମେଲି ଏବଂ କେୱଡ଼ା ଫୁଲରେ ପୂଜା କରାଯିବା ଉଚିତ ।

କେତକୀ ଫୁଲକୁ କୌଣସି ଦେବୀ ଓ ଦେବତାଙ୍କ ପୂଜାରେ ଲଗାଇବା ଅନୁଚିତ ।

ସୂର୍ଯ୍ୟ ଉପାସନାରେ କେବେ ମଧ୍ୟ ଅଗସ୍ତ୍ୟ ଫୁଲର ବ୍ୟବହାର କରିବା ଅନୁଚିତ ।

ସୂର୍ଯ୍ୟ ଏବଂ ଶ୍ରୀ ଗଣେଶଙ୍କ ବ୍ୟତୀତ ସମସ୍ତ ଦେବୀ ଓ ଦେବତାଙ୍କୁ ବେଲ ପତ୍ର ପ୍ରଦାନ କରାଯାଇପାରିବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More