Only for Entertainment

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଦଳାଉଛନ୍ତି ଅନେକ ପ୍ରସିଦ୍ଧ ଲୋକଙ୍କ ନାଁ !

28

ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କାଲି କୌଣସି ବୟାନକୁ ନେଇ ନୁହଁନ୍ତି ବରଂ ଏକ ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ଅସଲରେ ଯୋଗୀ ସରକାର ଆଲହାବାଦ ନାଁ ବଦଳାଇ ପ୍ରୟାଗରାଜ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯୋଗୀ ସରକାରଙ୍କ ଏହି ପ୍ରସ୍ତାବ ରଖିବା ପରେ ସୋସିଆଲ ମିଡିଆରେ ୟୁଜର୍ସ ଅନେକ ମିମ୍ସ ବନାଉଛନ୍ତି ।

 

ମିମ୍ସରେ ଅନେକ ପ୍ରସିଦ୍ଧ ଲୋକଙ୍କ ନାଁକୁ ବଦଳାଇ ସୋସିଆଲ ମିଡିଆରେ #AajSeTumharaNaam ଟପ ଟ୍ରେଣ୍ଡରେ ରହିଛି । ଏହି ହ୍ୟାଶଟ୍ୟାଗ୍ ସହ ୟୁଜର୍ସ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ଲାସ ନେଉଛନ୍ତି , ଏହାସହ ମଜାଦାର ଏବଂ ଫନି କମେଂଟସ ମଧ୍ୟ କରୁଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More