Only for Entertainment

ଏହି ସବୁ ବଲିଉଡ ଗୀତ ସହିତ ଭାଲେଣ୍ଟାଇନ ଡେ’ରେ ସାଥୀଙ୍କୁ କୁହନ୍ତୁ ମନକଥା

Scroll
38

ପୁରା ଦୁନିଆ ୧୪ ଫେବୃଆରୀକୁ ପ୍ରେମର ଦିବସ ବା ଭାଲେଣ୍ଟାଇନ ଡେ ଭାବେ ପାଳନ କରିଥାନ୍ତି । କପଲ ଏହି ଦିନକୁ ଉତ୍ସହାର ସହିତ ଅପେକ୍ଷା କରି ରହିଥାନ୍ତି । ସନ୍ତ ଭାଲେଣ୍ଟାଇନଙ୍କୁ ମନେ ପବକାଇ ଏହି ଦିନକୁ ଭାଲେଣ୍ଟାଇନ ଡେ ଭାବେ ସମସ୍ତେ ପାଳନ କରିଥାନ୍ତି । ଏହି ଦିନ କପଲ ନିଜ ପ୍ରେମକୁ ପ୍ରକାଶ କରିଥାନ୍ତି । କେବେ କେବେ କପଲ ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ଶବ୍ଦର ବ୍ୟବହାର କରନ୍ତି ତ କେବେ ଉପହାର ଦେଇ ନିଜ ପ୍ରେମୀଙ୍କୁ ଖୁସି କରାଇଥାନ୍ତି ।

ଏହି ଦିନ ସବୁଠାରୁ ବଲିଉଡ ଗୀତ ଅଧିକ ପ୍ରଭାବ ପକାଇଥାଏ । ଯଦି ଆପଣ କାହାକୁ ପ୍ରପୋଜ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ରୋମାଣ୍ଟିକ ଗୀତ ସହିତ ଆପଣ ତାଙ୍କୁ ପ୍ରପୋଜ କରିପାରିବେ । ତେବେ ଆସନ୍ତୁ ଜାଣିବା ବଲିଉଣର କିଛି ରୋମାଣ୍ଟିକ ଗୀତ ବିଷୟରେ ଯାହା ଆପମଙ୍କ ଭାଲେଣ୍ଟାଇନ ଡେ’କୁ ଖାସ କରିଦେବ-

ଫିଲ୍ମ-ସିମ୍ବା
ଗୀତ- ତେରେ ବିନ୍

ଫିଲ୍ମ-ଏକ ଲଡକୀ କୋ ଦେଖା ତୋ ଏସା ଲଗା
ଗୀତ- ଏକ ଲଡକୀ କୋ ଦେଖା ତୋ ଏସା ଲଗା

ଫିଲ୍ମ- ଧଡକ
ଗୀତ- ଧଡକ

ଫିଲ୍ମ- ହାଫ ଗର୍ଲଫ୍ରେଣ୍ଡ
ଗୀତ-ମେଁ ଫିର ଭି ତୁମକୋ ଚାହୁଁଙ୍ଗା

ଫିଲ୍ମ- ଟାଇଗର ଜିନ୍ଦା ହେ
ଗୀତ- ଦିଲ ଦିଆ ଗଲ୍ଲା

ଫିଲ୍ମ-କେଦାରନାଥ
ଗୀତ-କାଫିରାନା ସା ହେ

ଫିଲ୍ମ- ବରେଲୀ କି ବରଫି
ଗୀତ-ନଜ୍ମ ନଜ୍ମ

ଫିଲ୍ମ- ଶାଦୀ ମେଁ ଜରୁର ଆନା
ଗୀତ- ସୋନା ସୋନା ଇତନା ଭି କେସେ ତୁ ସୋନା

ଫିଲ୍- ବାଗୀ ୨
ଗୀତ-ଓ ସାଥୀ

ଫିଲ୍ମ- ରୁସ୍ତମ
ଗୀତ- ତେରେ ସଙ୍ଗ ୟାରା

ଫିଲ୍ମ- ରବ ନେ ବାନା ଦି ଯୋଡି
ଗୀତ- ତୁଝମେ ରବ ଦିଖତା ହେ

ଯଦି ଏହି ଭାଲେଣ୍ଟାଇନ ଡେ’ରେ ଆପଣ ନିଜ ପାର୍ଟନରଙ୍କୁ ସ୍ପେଶାଲ ଫିଲ କରାଇବାକୁ ଚାହୁଁଛନ୍ତି ତେବେ ଏହି ଗୀତ ତାଙ୍କ ପାଇଁ ଡେଡିକେଟ କରନ୍ତୁ । ଏହା ତାଙ୍କୁ ନିଶ୍ଚିତ ଭଲ ଲାଗିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More