ଏହି ବଲିଉଡ ତାରକାଙ୍କ ଭ୍ୟାନିଟି ଭ୍ୟାନ ସାମ୍ନାରେ କିଛି ନୁହେଁ ୫ ଷ୍ଟାର ହୋଟେଲ,ଦେଖନ୍ତୁ ଫଟୋ ।
ବଲିଉଡ ଷ୍ଟାରମାନେ ଷ୍ଟାରଡମ ହାସଲ କରିବା ପରେ ସେମାନେ ସାଧାରଣ ଲୋକଙ୍କ ତାଲିକାରୁ ବାହାର ହୋଇଯାଆନ୍ତି । ସେମାନେ ନିଜକୁ ଖୁବ ଭିନ୍ନ ଭାବରେ ମେଂଟେନ କରନ୍ତି । ସେମାନେ ତାଙ୍କର ସଂପୂର୍ଣ୍ଣ ସୁବିଧା ପାଇଁ ଭ୍ୟାନିଟି ଭ୍ୟାନର ବ୍ୟବହାର କରନ୍ତି । ତାଙ୍କର ସେହି ଭ୍ୟାନିଟି ଭ୍ୟାନ କୌଣସି ଫାଇଭ ଷ୍ଟାର ହେଟେଲ ଠାରୁ କମ ନୁହେଁ । ଦେଖନ୍ତୁ ଏହି ବଲିଉଡ ଷ୍ଟାରଙ୍କ ଭ୍ୟାନିଟି ଭ୍ୟାନ ।
ସଲମାନ ଖାନ
ଶାହାରୁଖ ଖାନ
ଋତିକ ରୋଶନ
ଅକ୍ଷୟ କୁମାର
ରଣବୀର କପୁର
ଆଲିୟା ଭଟ୍ଟ
ଅଜୟ ଦେବଗନ
ସୋନମ କପୁର
ବରୁଣ ଧାୱନ