Only for Entertainment

ବରୁଣ ଧୱନ ସୋସିଆଲ ମିଡିଆରେ ପୋଷ୍ଟ କଲେ ମଜାଦାର GIFs , ଦେଖନ୍ତୁ !

39

ବଲିଉଡ ଷ୍ଟାର ବରୁଣ ଧୱନଙ୍କ ହାତରେ ଏବେ ଅନେକ ଫିଲ୍ମ ଏବଂ କାମକୁ ନେଇ ଅନେକ କମେଂଟ୍ସ ରହିଛି । ନିକଟରେ ସେ ‘ଷ୍ଟ୍ରିଟ ଡାନ୍ସ ୩ଡି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତା’ପରେ ସେ କୁଲି ନମ୍ବର୧’ର ସୁଟିଂରେ ବ୍ୟସ୍ତ ହୋଇଯିବେ । ବ୍ୟସ୍ତ ସିଡ୍ୟୁଲ ଭିତରେ ମଧ୍ୟ ସେ ଜିମ ରୁଟିନ ଏବଂ ଲାଟେଷ୍ଟ ଟ୍ରେଣ୍ଡ ପାଇଁ ସମୟ ବାହାର କରୁଛନ୍ତି ।

ବରୁଣ ଟ୍ୱିଟରରେ ଏକ ଗିଫ୍ସ ଶେୟାର କରିଛନ୍ତି । ଯେଉଁଥିରେ ସେ ହୃଦ ସ୍ପନ୍ଦନ କରୁଥିବାର ନଜର ଆସିଛନ୍ତି । ବରୁଣ ଏକ ଲିଙ୍କ ମଧ୍ୟ ଶେୟାର କରିଛନ୍ତି , ଯେଉଁଥିରେ ଅନେକ ସାରା ଭିଡିଓରେ ନଜର ଆସିଛନ୍ତି ଏବଂ ସେ ସମସ୍ତରେ କିଛି ଫନି ଆକ୍ଟ କରୁଥିବାର ନଜର ଆସିଛନ୍ତି ।

ବରୁଣ ଫିଲ୍ମ ବ୍ୟତୀତ ନିଜ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଖବର ମୁତାବକ ସେ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହାକୁ ନେଇ ମଧ୍ୟ ସେ ଚାରିଆଡେ ଚର୍ଚ୍ଚିତ । ଶୁଣିବାକୁ ମିଳିଛି ଯେ ତାଙ୍କ ବିବାହ ଚଳିତ ବର୍ଷ ଡିସେମ୍ବରରେ ହୋଇପାରେ । ଏହିକାରଣରୁ ଫିଲ୍ମର ସୁଟିଂ ଚଳିତ ବର୍ଷ ଘୁଂଚାଇ ଆସନ୍ତା ବର୍ଷକୁ ରିଲିଜ କରାଯିବ ବୋଲି ସ୍ଥିର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More