Only for Entertainment

ଗୁରୁ ପୂର୍ଣ୍ଣିମାରେ ବରୁଣ ଧୱନ ଛୁଇଁଲେ କରନ ଜୋହରଙ୍କ ପାଦ, ନେଲେ ଆଶୀର୍ବାଦ ।

AAJ TAK
0 28

ଗୁରୁ ପୂର୍ଣ୍ଣିମାରେ ବଲିଉଡର ଅନେକ କଳାକାର ନିଜ ନିଜ ଆନ୍ଦାଜରେ ସୋସିଆଲ ମିଡିଆରେ ନଜର ଗୁରୁମାନଙ୍କୁ ଶୁଭେଚ୍ଚା ଜଣାଇଥିଲେ । କିଏ ମେସେଜ ସେୟାର କରିଥିଲେ ତ କିଏ ଫଟୋ । କିନ୍ତୁ ଏହି ମାମଲାରେ ବଲିଉଡ ଅଭିନେତା ବରୁଣ ଧୱନ ଗୋଟଏ ପାଦ ଆଗକୁ ବଢିଯାଇଛନ୍ତି । ବରୁଣ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବୁମରାଙ୍ଗ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସେ କରନ ଜୋହରଙ୍କ ପାଦ ଛୁଇଁ ପ୍ରଣାମ କରିଥିବା ଦେଖିବାକୁ ମିଳିଛି ।

 

Happy guru Purnima

A post shared by Varun Dhawan (@varundvn) on

ଭିଡିଓରେ ବରୁଣ କରନ ଜୋହରଙ୍କ ପାଦ ଛୁଇଁଥିବା ବେଳେ ନ କରନ ତାଙ୍କୁ ଆଶୀର୍ବାଦ ଦେଉଥିବା ନଜର ଆସିଛି । ଏହା କ୍ୟାପସନରେ ବରୁଣ ଲେଖିଥିଲେ ହ୍ୟାପି ଗୁରୁ ପୂର୍ଣ୍ଣିମା । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲାଇକ ମିଳିସାରିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ବରୁଣ ଶେଷ ଥର ପାଇଁ ଫିଲ୍ମ ‘ଅକ୍ଟୋବର’ରେ ନଜର ଆସିଥିଲେ । ବରୁଣ ଖୁବ ଶୀଘ୍ର ଅନୁଷ୍କା ଶର୍ମାଙ୍କ ସହିତ ଫିଲ୍ମ ସୁଇ ଧାଗାରେ ନଜର ଆସିବେ । ଏହା ସହିତ ସେ କରନ ଜୋହରଙ୍କ ଆଗାମୀ ଫିଲ୍ମ କଳଙ୍କ ପାଇଁ ମଧ୍ୟ କାମ ଆରମ୍ଭ କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More