Only for Entertainment

ଆଇପିଏଲରେ ପର୍ଫରମାନ୍ସ ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି ବରୁଣ ଧୱନ, ଦେଖନ୍ତୁ ଭିଡିଓ ।

deccan chronicle
0 48

ଆଇପିଏଲ ସିଜନ ୧୧, ୭ଅପ୍ରେଲରେ ଆରମ୍ଭ ହେବାକୁ ଯାଉଅଛି । ଏଥର ମଧ୍ୟ ସବୁ ସିଜନ ଭଳି ଓପନିଙ୍ଗ ସେରେମନି ହେବ, ଏବଂ ଅନେକ ବଲିଉଡ କଳାକାର ଏହି ସେରେମନିକୁ ଧମାକାଦାର ବନେଇବାକୁ ପ୍ରସ୍ତୁତ ହୋଇସାରିଲେଣି । ବରୁଣ ତାଙ୍କର ଏକ ଫ୍ୟନଙ୍କ ସହ ଏକ ଭିଡିଓ ସେୟାର କରିଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ସେ ଆଇପିଏଲ ଓପନିଂ ସେରେମନି ପାଇଁ ଅଭ୍ୟାସ କରୁଥିବା ନଜରକୁ ଆସିଛନ୍ତି । ଷ୍ଟେଜରେ ଧମାକା କରିବାକୁ ଯାଉଛନ୍ତି ବୋଲି ଏହି ଭିଡିଓରେ ବରୁଣ କହିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏହି ଏହି ଭିଡିଓ ଉପରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More