Only for Entertainment

ବରୁଣ ଧୱନ ଅନୁଷ୍କାଙ୍କ ବିଷୟରେ କହିଲେ କିଛି ଏଭଳି ଯାହାକୁ ଶୁଣି ବିରାଟ ମଧ୍ୟ କରିବେ ଈର୍ଷା ।

hindustan times
0 72

ବଲିଉଡ ଅଭିନେତା ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା ଗତ କିଛି ଦିନ ହେବ ୟଶରାଜ ଫିଲ୍ମ ‘ସୁଇ ଧାଗା’ରେ ଅଭିନୟ କରିବାରେ ବ୍ୟସ୍ତ ଅଛନ୍ତି । ପ୍ରଥମଥର ପାଇଁ ଅନୁଷ୍କା ଏବଂ ବରୁଣ ଏକାସାଙ୍ଗେ ବଡ ପରଦାରେ ନଜର ଆସିବେ । ବର୍ତ୍ତମାନ ଦିଲ୍ଲୀ ପାଖାପାଖି ଏହି ଫିଲ୍ମର ସୁଟିଂ ଚାଲିଛି ।

sui-dhaaga_1517207212

କିଛି ଦିନ ପୂର୍ବେ ବରୁଣଙ୍କୁ ଜଣେ ପ୍ରଶଂସକ ଅନୁଷ୍କାଙ୍କ ସହ କାମ କରୁଥିବା ଅନୁଭୂତି ବିଷୟରେ ସୋସିଆଲ ମିଡିଆରେ ପଚାରିବାରୁ ସେ ଉତ୍ତରରେ କହିଥିଲେ ଯେ ଅନୁଷ୍କା ବହୁତ ଭଲ ଏବଂ ହସ ମିଜାଜର ଝିଅ ଅଟନ୍ତି ।

କେବଳ ଟ୍ୱିଟର ନୁହେଁ ‘ଅକ୍ଟୋବର’ଫିଲ୍ମର ସଂଗ ରିଲିଜ ହେବା ସମୟରେ ମଧ୍ୟ ସାକ୍ଷାତକାରରେ ଅନୁଷ୍କାଙ୍କର ଖୁବ ତାରିଫ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More