Only for Entertainment

କଳଙ୍କ ସେଟରୁ ସାମ୍ନାକୁ ଆସିଲା ବରୁଣ ଧାୱନଙ୍କ ଦ୍ୱିତୀୟ ଲୁକ ।

bollywood tadka
64

ଫିଲ୍ମ ନିର୍ମାତା କରଣ ଜୋହର ଷ୍ଟାରର ଫିଲ୍ମ କଳଙ୍କରୁ ବରୁଣ ଧାୱନଙ୍କ ଦ୍ୱିତୀୟ ଲୁକ ସାମ୍ନାକୁ ଆସିଛି । ଏହି ପୋଷ୍ଟରରେ ବରୁଣ ଶଣ୍ଢ ସହିତ ଲଢୁଥିବାର ନଜର ଆସିଛନ୍ତି ।

 

ଲମ୍ବା ଦାଢୀ ଏବଂ ଲମ୍ବା କେଶ ସହିତ ବରୁଣଙ୍କ ଲୁକ ଖୁବ ଶକ୍ତିଶାଳୀ ନଜର ଆସିଛି । ବରୁଣଙ୍କ ଆଖିରେ ଜିତିବାର ନିଶା ନଜର ଆସିଛି । ତେବେ ବରୁଣ ନିଜେ ଏହି ପୋଷ୍ଟର ଶେୟାର କରିଛନ୍ତି ଏବଂ କଳଙ୍କର ହ୍ୟାସଟ୍ୟାଗ ଦେଇଛନ୍ତି । ତେବେ ଏହା ୧୭ ଅପ୍ରେଲକୁ ରିଲିଜ ହେବା କଥା ସେ କ୍ୟାପ୍ସନରେ ଲେଖିଛନ୍ତି ।

୧୯୪୦ର ୂବ୍ୟାକଗ୍ରାଉଣ୍ଡ ଉପରେ କରଣ ନିର୍ମାଣ କରୁଛନ୍ତି ଏହି ଫିଲ୍ମ । ଫିଲ୍ମ ପ୍ରସିଦ୍ଧ ଷ୍ଟାରକାଷ୍ଟଙ୍କ କାରଣରୁ ଖୁବ ଚର୍ଚ୍ଚାରେ ରହିଛି । ବରୁଣଙ୍କ ସହିତ ନଜର ଆସିବେ ଆଲତୟା ଭଟ୍ଟ । ଏହି ଫିଲ୍ମରେ ଲମ୍ବା ସମୟ ପରେ ମାଧୁରୀ ଏବଂ ସଂଜୟ ଦତ୍ତଙ୍କ ଯୋଡ଼ି ନଜର ଆସିବ । ଏହା ବ୍ୟତୀତ ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରୟ କପୁର ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More