Only for Entertainment

ଠଗ୍ସ ଅଫ ହିନ୍ଦୁସ୍ତାନ : ‘ବଶ୍ମଲ୍ଲେ’ ଗୀତରେ ଅମିତାଭ ବଚ୍ଚନଙ୍କ ସହିତ ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ଅମିର ଖାନ, ଜାରି ହେଲା ଫିଲ୍ମର ପ୍ରଥମ ଗୀତ ।

you tube
29

ଅମିର ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ର ପ୍ରଥମ ଗୀତ ରିଲିଜ ହୋଇସାରିଛି । ଏହି ଗୀତରେ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ସହିତ ମହାନାୟକ ଅମିତାଭ ବଚ୍ଚନ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଗୀତକୁ କେରିଓଗ୍ରାଫ କରିଛନ୍ତି ଇଣ୍ଡିଆନ ମାଇକେଲ ଜ୍ୟାକସନ ନାମରେ ପରିଚିତ ପ୍ରଭୂଦେବା । ଏହି ଗୀତକୁ ସେୟାର କରି ଅମିର ଖାନ ଲେଖିଥିଲେ ‘ମିଷ୍ଟର ବଚ୍ଚନଙ୍କ ସହିତ ଏହି ଗୀତରେ ଡ୍ୟାନ୍ସ କରି ମୁଁ ଖୁବ ଉତ୍ସାହିତ ଅଛି । ପ୍ରଥମ ଥର ପାଇଁ ମୋ କ୍ୟାରିୟରର କୌଣସି ଗୀତକୁ ମୁଁ ଏତେ ଏଞ୍ଜୟ କରିଛି ।’

ଏହି ଗୀତର ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ଅଜୟ-ଅତୁଲ । ଗୀତକୁ ଶୁଖୱିନ୍ଦର ସିଂ ଏବଂ ବିଶାଲ ଦଦଲାନୀଙ୍କ ଭଏସ ଆହୁରି ଆକର୍ଷଣୀୟ କରିଛି ।

ଦେଖନ୍ତୁ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More