Only for Entertainment

ଲକ୍ଷ୍ମୀ କୃପା ପାଇବା ପାଇଁ ଘରେ ରଖନ୍ତୁ ଏହି ରଙ୍ଗର ମାଛ ।

punjabkesari
42

ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଏବଂ କାର୍ଯ୍ୟସ୍ଥଳରେ ରଙ୍ଗ ବେରଙ୍ଗର ମାଛ ରଖିବା ଶୁଭ ହୋଇଥାଏ । ମାଛକୁ ପାଳିବା ପାଇଁ ଆକ୍ୱାରିୟମର ବ୍ୟବହାରତ ସମସ୍ତେ କରନ୍ତି, କିନ୍ତୁ କ’ଣ ଜାଣନ୍ତିକି ଏହା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ଘରର ଉନ୍ନତି ଚାହୁଁଥିଲେ ଉତ୍ତର ଦିଗରେ ଆକ୍ୱାରିୟମ ରଖନ୍ତୁ ।

ପିଲା ମାନଙ୍କର ପଢାରେ ଉନ୍ନତି ପାଇଁ ପୂର୍ବ ଦିଗରେ ଆକ୍ୱାରିୟମ ରଖନ୍ତୁ । ଏହାକୁ ସବୁବେଳେ ଘରର ଆଉଟଲୁକରେ ରଖନ୍ତୁ ।

ବେଡରୁମରେ ଆକ୍ୱାରିୟମ ରଖିଲେ ମାନସିକ ଅଶାନ୍ତି ବଢିଥାଏ ।

ଆକ୍ୱାରିୟମରେ ଅତି କମରେ ୯ଟି ମାଛ ରଖନ୍ତୁ ଯେପରି ସେଥିରୁ ୮ଟି ଗୋଲ୍ଡ ଫିସ ଏବଂ କଳା ମାଛ ହେବା ଉଚିତ । କଳାମାଛକୁ ମାଷ୍ଟର ଫିସ କୁହନ୍ତି । ଯାହା ଆକ୍ୱାରିୟମ ଜରକୁ ସ୍ୱଚ୍ଛ ରଖିବାରେ ସହାୟକ ହୋଇଥାଏ ।

ପାଣି ଖରାପ ହେବାମାତ୍ରେ ତୁରନ୍ତ ପରିଷ୍କାର କରନ୍ତୁ ।

ଯାତ୍ରା ସମୟରେ ଘରୁ ବାହାରିବା ପୂର୍ବରୁ ଆକ୍ୱାରିୟମକୁ ଦେଖି ବାହାରିବା ଶୁଭ ହୋଇଥାଏ ।

ସକାଳେ ନିଦରୁ ଉଠିବା ପରେ ଆକ୍ୱାରିୟମ ମାଛକୁ ଦେଖିବା ଉଚିତ । କାମରେ ସଫଳତା ମିଳିଥାଏ ।

ଏହାକୁ କେବେ ମଧ୍ୟ ଦକ୍ଷିଣୀ, ଦକ୍ଷିଣ ପୂର୍ବ,ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚମି ଉତ୍ତର ଦିଗରେ ରଖିବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More