Only for Entertainment

ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ,ଘରକୁ ଲକ୍ଷ୍ମୀ ଆସିବେ ।

youtube
0 53

ସମସ୍ତେ ଚାହାଁନ୍ତି ଘରକୁ ଲକ୍ଷ୍ମୀ ଆସନ୍ତୁ ଓ ଘରେ ଧନ ବଢୁ । କିନ୍ତୁ ଏହା ସବୁବେଳେ ସଫଳ ହୋଇନଥାଏ । ତେଣୁ ମନ ଦୁଃଖ ହୋଇଥାଏ । କିନ୍ତୁ ଏଭଳି କିଛି ଉପାୟ ରହିଛି ଯାହାକୁ ଶୁକ୍ରବାର ଦିନ କରିବା ଦ୍ୱାରା ଘରକୁ ମା ଲକ୍ଷ୍ମୀ ଆସିଥାନ୍ତି । ତେବେ ପ୍ରତ୍ୟେକ ରାଶି ପାଇଁ ଭିନ୍ନ ଭିନ୍ନ ଉପାୟ ରହିଛି । ଆସନ୍ତୁ ଜାଣିବା ।

ମେଷ- ଲକରରେ ମା ଲକ୍ଷ୍ମୀଙ୍କର ରୂପାର ପ୍ରତିମା ରଖନ୍ତୁ ।

ବୃଷ-ରୂପାର ଟଙ୍କା ପୂଜା କରନ୍ତୁ ।

ମିଥୁନ-ରୂପାର କୌଣସି ଜିନିଷ କିଣି ମନ୍ଦିରରେ ରଖନ୍ତୁ ।

କର୍କଟ- ମା ଲକ୍ଷ୍ମୀଙ୍କୁ ଖୁଆର ଭୋଗ ଲଗାନ୍ତୁ ।

ସିଂହ-ଜୀବନସାଥିଙ୍କୁ ସୁନାର କୌଣସି ଗିଫ୍ଟ କରନ୍ତୁ ।

କନ୍ୟା- ଘରେ ମା ଲକ୍ଷ୍ମୀଙ୍କର ବସିଥିବା ପ୍ରତିମା ରଖନ୍ତୁ ।

ତୁଳା- ଲଭମେଟଙ୍କୁ ଲକ୍ଷ୍ମୀଙ୍କୁ ଚଢାଇଥିବା ଗୋଲାପଫୁଲ ଦିଅନ୍ତୁ ।

ବିଛା- ଦେବୀ ଲକ୍ଷ୍ମୀଙ୍କୁ ଖିରି ଭୋଗ ଲଗାଇ ବିବାହିତ ସ୍ତ୍ରୀ ଲୋକଙ୍କୁ ବାଂଟନ୍ତୁ ।

ଧନୁ- ରୂପାର ଥାଳି କିଣନ୍ତୁ କିମ୍ବା ସାମାନ୍ୟ ରୂପା ମଧ୍ୟ କିଣିପାରିବେ ।

ମକର-ନିଜ ମା’ଙ୍କୁ ସୁନା କିମ୍ବା ରୁପାର କୌଣସି ବସ୍ତୁ କିଣି ଦିଅନ୍ତୁ ।

କୁମ୍ଭ- ପଂଚଧାତୁରେ ନିର୍ମିତ ଗଣେଶ ଲକ୍ଷ୍ମୀଙ୍କ ମୂର୍ତ୍ତି କିଣନ୍ତୁ ।

ମୀନ- ଲକ୍ଷ୍ମୀ ଓ ଗଣେଶଙ୍କୁ ଧଳା ମିଠାର ଭୋଗ ଲଗାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More