Only for Entertainment

ଧନ ବୃଦ୍ଧି ପାଇଁ ଦ୍ୱୀପ ଜଳାଇବା ସମୟରେ ଏହି ନିୟମ ଗୁଡିକ ପାଳନ୍ତୁ ।

wallpaperside
0 89

ବାସ୍ତୁଶାସ୍ତ୍ରରେ ଦ୍ୱୀପର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ଘରେ ଦ୍ୱୀପ ଜଳାଇବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ । ହିନ୍ଦୁ ଘରେ ପୂଜା ସମୟରେ ଦ୍ୱୀପ ଜଳାଯାଇଥାଏ । ଦ୍ୱୀପ ପ୍ରକାଶ ଦେଇଥାଏ ତେଣୁ ଏହି କାରଣରୁ ଏହାକୁ ମଧ୍ୟ ଦେବତା ସ୍ୱରୂପ ମାନା ଯାଇଥାଏ ।

ବାସ୍ତୁଶାସ୍ତ୍ରରେ ଦ୍ୱୀପ ଉପରେ ଦିଆଯାଇଥିବା ନିୟମକୁ ପାଳନ କରିବା ଉଚିତ । ବିଶେଷ କରି ଦ୍ୱୀପରେ ଥିବା ଶିଖାର ଦିଗ ଉପରେ ଧ୍ୟାନ ରଖିବା ଆବଶ୍ୟକ । ଏହି ନିୟମ ଗୁଡିକୁ ପାଳନ କରି ଆପଣ ଆପଣଙ୍କ ବାସ୍ତୁଦୋଷ ଦୂର କରିପାରିବେ ।

ଦ୍ୱୀପ ଜଳାଇବାର ନିୟମ:

ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ ଘରେ ଘିଅ ଦ୍ୱୀପ ଅବଶ୍ୟ ଜଳାନ୍ତୁ, ଏହାଦ୍ୱାରା ଘରେ ପ୍ରଗତି ଏବଂ ସମୃଦ୍ଧି ଆସିଥାଏ ।

ଏହା ଘରେ ସକାରତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ଏବଂ କୁଶକ୍ତିର ପ୍ରଭାବକୁ ଦୂର କରିଥାଏ ।

ଦ୍ୱୀପର ଶିଖା ପୂର୍ବ ଦିଗ ଆଡକୁ ରହିବା ଦ୍ୱାରା ରୋଗ ଦୂର ହୋଇଥାଏ ଏବଂ ଆୟୁ ବୃଦ୍ଧି ହୋଇଥାଏ ।

ଦ୍ୱୀପକୁ ଉତ୍ତର ଦିଗରେ ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ।

ରୋଷେଇ ଘରେ ପିଇବା ପାଣି ରଖାଯାଉଥିବା ସ୍ଥାନରେ ଘିଅ ଦ୍ୱୀପ ଜଳାଇବାଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ଧନ ବୃଦ୍ଧି ହୋଇଥାଏ । ଏବଂ ଖରାପ ନଜରର ପ୍ରଭାବ ପଡେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More