Only for Entertainment

ଆର୍ଥିକ ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଘରକୁ ଆଣନ୍ତୁ ନାହିଁ ଏହି ଜିନିଷ ।

punjabkesari
235

ବାସ୍ତୁ କଥାକୁ ନେଇ ଆମେ ଆପଣଙ୍କ ସହିତ ବିଭିନ୍ନ କଥା ଶେୟାର କରିଛୁ । ଆଜି ମଧ୍ୟ ସେହିଭଳି ଏକ କଥା ଆଲୋଚନା କରିବା ଯାହା ଆପଣଙ୍କ ଆର୍ଥିକ ସମସ୍ୟା ସହିତ ଜଡ଼ିତ । ଆସନ୍ତୁ ଆଲୋଚନା କରିବା ।

  • କୁହାଯାଏ ରୋଷେଇ ଘରେ ଦୁଗ୍ଧକୁ ଖୋଲା ଛାଡ଼ିବା ଅନୁଚିତ । ମାନ୍ୟତା ରହିଛି ଏହା ଦ୍ୱାରା ପରିବାର ସଦସ୍ୟଙ୍କୁ ଆର୍ଥିକ ସମସ୍ୟା ଦେଖାଦିଏ ।ତେଣୁ ଦୁଗ୍ଧକୁ ସବୁବେଳେ ଘୋଡ଼ାଇ ରଖିବା ଉଚିତ ।
  • ଘରକୁ କେବେ ମଧ୍ୟ କଂଟା ଜାତୀୟ ଗଛ ଆଣନ୍ତୁ ନାହିଁ । ଏହା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୁଏ ଏବଂ ନକରାତ୍ମକ ଶକ୍ତି ମଧ୍ୟ ।
  • ଘରକୁ ରାମାୟଣ ଏବଂ ମହାଭାରତର ଘଟଣା ଥିବା ଫଟୋ ଆଣନ୍ତୁ ନାହିଁ । ଘରର ଉତ୍ତର ପୂର୍ବ ଭାଗରେ ଭୂତ ମାନଙ୍କ ଫଟୋ ରଖିବା ଅନୁଚିତ ।
  • ଶୋଇବା ଘର ଖଟ ତଳେ ଜୋତା ଚପଲ ଆଦି ରଖନ୍ତୁ ନାହିଁ ।
  • ଘରର କୌଣସି ଟ୍ୟାପରୁ ଯଦି ଅନବରତ ପାଣି ବୋହୁଥାଏ ତାହାକୁ ବନ୍ଦ କରନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More