Only for Entertainment

‘ବସ’କୁ ଖୁସି କରି ପ୍ରମୋଶନ ପାଇବାକୁ ଚାହାଁନ୍ତି ଯଦି କରନ୍ତୁ ଏହି ଉପାୟ ।

34

ଆଜିର ଦିନରେ ସମସ୍ତେ ଜୀବନରେ ସଫଳତା ଚାହୁଁଛନ୍ତି । ଯେପରି ଏହା ଏକ ମୌଳିକ ଆବଶ୍ୟକତା ହୋଇ ଯାଇଛି । ସେଥିପାଇଁ ସମସ୍ତେ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । ଇକ୍ତା ମୁତାବକ ମିଳୁନାହିଁ ତକେତେବେଳେ ପ୍ରମୋଶନ ମିଳୁନାହିଁ । ତେବେ କୁହାଯାଏ ଏହା ପଛରେ ବାସ୍ତୁ ଦୋଷ ଏକ ପ୍ରମୁଖ କାରଣ । ତେବେ କିପରି ଏହି ସମସ୍ୟାର ସମାଧାନ ହୋଇପାରିବ, ଆସନ୍ତୁ ଆଲୋଚନାକ କରିବା ।

ବାସ୍ତୁ ଅନୁସାରେ କାର୍ଯ୍ୟାଳୟରେ କାମ କରିବା ସମୟରେ ବ୍ୟକ୍ତିର ମୁହଁ ସବୁବେଳେ ଉତ୍ତର ଦିଗକୁ ରହିବା ଉଚିତ । ବାସ୍ତୁ ପରାମର୍ଶଦାତାଙ୍କ କହିବା ଅନୁସାରେ ଉତ୍ତର ଦିଗକୁ ସଫଳତାର ପ୍ରତୀକ ବୋଲି କୁହାଯାଏ । ତେଣୁ କୁହାଯାଏ ଏହି ଦିଗରେ ବସି କାମ କରିବା ଦ୍ୱାରା ସଫଳତା ମିଳିଥାଏ ।

କୁହାଯାଏ ଘରେ ଟିଭି ଏଭଳି ଲଗାନ୍ତୁ ଯେପରି ଦେଖିବା ସମୟରେ ମୁହଁ ଉତ୍ତର ଦିଗକୁ ରହିବ ।

ବାସ୍ତୁ ଅନୁସାରେ ଉତ୍ତର ଏବଂ ଦକ୍ଷିଣ ଦିଗରେ ପ୍ରବେଶ ଦ୍ୱାର ରଖିବା ଅନୁଚିତ । ଏହା ସହିତ ଏହି ଦିଗରେ ବାଲକୋନି ରଖିବା ଅନୁଚିତ ।

ଘରକୁ ଏହିଭଳି ନିର୍ମାଣ କରନ୍ତୁ ଯେପରି ପୂର୍ବ ଏବଂ ପଶ୍ଚିମ ଦିଗରୁ ଆସୁଥିବା କିରଣ ଘର ମଧ୍ୟରେ ପଡ଼ିବ ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More