Only for Entertainment

ରୋଷେଇ ଘରେ ଲଗାନ୍ତୁ ଏହି ଫଟୋ, କେବେ ମଧ୍ୟ ଖାଲି ହେବ ନାହିଁ ଅନ୍ନ ଭଣ୍ଡାର ।

kitchendoorworkshop.co.uk
41

ରୋଷେଇ ଘର ଘରର ସବୁଠାରୁ ମୁଖ୍ୟ ଭାଗ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ହୃଦୟ ଜିତିବାର ରାସ୍ତା ଏହି ମାଧ୍ୟମରେ ଯାଇଥାଏ । ଯଦି କାହାକୁ ନିଜର କରିବାକୁ ଚାହିାଁନ୍ତି ତେବେ ତାଙ୍କ ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ଦେବା ଉଚିତ । ହିନ୍ଦୁ ଶାସ୍ତ୍ର ଅନୁସାରେ ରୋଷେଇ ଘରେ ମା ଲକ୍ଷ୍ମୀ ବାସ କରନ୍ତି । ତେଣୁ ରୋଷେଇ ଘରେ ସୁବବେଳେ ତାଙ୍କ ଫଟୋ ଲଗାଇବା ଉଚିତ ।

ଘରେ ସବୁବେଳେ ଅନ୍ନ ଧନର ପ୍ରବାହ ପାଇଁ ଦେବୀ ଅନ୍ନପୂର୍ଣ୍ଣାଙ୍କୁ ଶୁଖିଲା ଧନିଆ ଚଢାଇ ରୋଷେଇ ଘରେ ଲୁଚାଇ ରଖନ୍ତୁ ।

ଘରେ ସୁରକ୍ଷା କବଚକୁ ବଢାଇବା ପାଇଁ ଦେବୀ ଅନ୍ନପୂର୍ଣ୍ଣାଙ୍କୁ ଧଳାଧାନ ଚଢାଇ ପକ୍ଷୀ ମାନଙ୍କୁ ଦିଅନ୍ତୁ ।

ସମ୍ମାନ ଏବଂ ଯଶ ବଢାଇବା ପାଇଁ ଦେବୀ ଅନ୍ନପୂର୍ଣ୍ଣାଙ୍କୁ ମୁଗ ଡାଲି ଚଢାଇ ଗାଈକୁ ଖାଇବାକୁ ଦିଅନ୍ତୁ ।

ଫଳ ଏବଂ ପନିପରିବା ପୁର୍ଣ୍ଣ ଥିବା ବୋଝର ଫଟୋ ରୋଷେଇ ଘରେ ଲଗାନ୍ତୁ ।

ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ରୋଷେଇ ଘରର ଉତ୍ତର ପୂର୍ବ ଦିଗରେ ସିନ୍ଦୁରୀ ଗଣେଶଙ୍କ ଫଟୋ ଲଗାନ୍ତୁ ।

ଧାନ, ମୁଗ ଓ ଗହମ ଆଦି ସମସ୍ତ ଶସ୍ୟକୁ ପୁଟୁଳୀରେ ବାନ୍ଧି ପ୍ରତ୍ୟେକ ବଖରାରେ ରଖନ୍ତୁ ।

ରୋଷେଇ ଘରେ ଚୁଲା ପୂର୍ବ ଦିଗରେ ରଖିବା ଉଚିତ । ଦକ୍ଷିଣ ଦିଗରେ ରହିବା ଦ୍ୱାରା ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More