Only for Entertainment

ନିଦ ନଆସିବାକୁ ନେଇ ଯଦି ଚିନ୍ତିତ ତେବେ କରନ୍ତୁ ଏହି କାମ ।

The Conversation
38

ସାରା ଦିନ କାମରେ ବ୍ୟସ୍ତ ରହି କ୍ଲାନ୍ତ ହୋଇଯିବା ପରେ ଯଦି ରାତିରେ ଠିକ ଭାବରେ ନିଦ ନ ହୁଏ ତେବେ ଆପଣଙ୍କ ଚିନ୍ତା ବଢିବା ସ୍ୱାଭାବିକ କଥା । କିନ୍ତୁ କୌଣସି ବାସ୍ତୁ ଦୋଷ କାରଣରୁ ଏଭଳି ସମସ୍ୟା ହୋଇଥାଏ ବୋଲି କୁହାଯାଏ । ତେବେ କିପରି ଏଥିରୁ ମୁକ୍ତି ମିଳିବ ଆସନ୍ତୁ ଆଲୋଚନା କରିବା ।

ଶୋଉଥିବା ସ୍ଥାନ ନିକଟରେ କୌଣସି ପ୍ରକାରର ଔଷଧ ରଖିବା ଅନୁଚିତ ।

ପାଣି ପାତ୍ରକୁ ନିଜ ମୁଣ୍ଡ ପାଶ୍ୱର୍କୁ କରି ଶୋଇବା ଅନୁଚିତ । ଏହାଦ୍ୱାରା ଚନ୍ଦ୍ରମା ପ୍ରଭାବିତ ହୋଇଥାଏ, ଏବଂ ମନୋରଗ ଜାତ ହୋଇଥାଏ ।

ବେଡ ପାଖରେ ଶୋଇବା ପୂର୍ବରୁ ଜୋତା ବାହାର କରିବା ଅନୁଚିତ ।

କୁହାଯାଏ ଚାବିକୁ ଧରି ଶୋଇଲେ ଚୋରି ହୋଇଥାଏ ।

କୌଣସି ପ୍ରକାରର ଇଲେକ୍ଟ୍ରୋନିକ ଜିନିଷ ପାଖରେ ରଖି ଶୋଇବା ଅନୁଚିତ ।

ବେଡ ରୁମରେ ଖଟ ସାମ୍ନାରେ ଦର୍ପଣ ରଖିବା ଅନୁଚିତ ।

କୌଣସି ପ୍ରକାରର ତେଲ ନିକଟରେ ରଖିବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More