Only for Entertainment

ଘରେ କେବଳ ଏହି ତିନୋଟି ଜିନିଷ ରଖିବେ ଯଦି ଧନୀ ହୋଇଯିବେ ।

shutterstock
41

ଆଜିର ଦିନରେ ସମସ୍ତେ ଜୀବନରେ ଖୁବ ଉନ୍ନତି ଚାହୁଁଛନ୍ତି । ତେଣୁ ବିଭିନ୍ନ ପ୍ରକାରର ବାସ୍ତୁ ଟିପ୍ସକୁ ପ୍ରୟାଗ କରୁଛନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତିକି ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ତିନୋଟି ଜିନିଷ ଅଛି ଯାହା ଆପଣଙ୍କୁ ଧନୀ କରିବାରେ ସହାୟକ ହେବ ।

କଇଁଛ:
ଫେଙ୍ଗସୁଇ ଅନୁସାରେ କଇଁଛକୁ ଖୁବ ଶୁଭ ବୋଲି କୁହାଯାଏ । କୁହାଯାଏ ଏହାକୁ ଯଦି ଘରର ମୁଖ୍ୟ ବଖରାରେ ରଖାଯାଏ ତେବେ ଘରେ ସୁଖ ଶାନ୍ତି ଆସିବା ସହିତ ଉନ୍ନତି ହେବାରେ ଲାଗିଥାଏ । ଏହା ସହିତ ମା ଲକ୍ଷ୍ମୀଙ୍କ କୃପା ମିଳେ ।

ଧାତୁ ପିରାମିଡ଼:
ଘରେ ଯଦି ଧାତୁରେ ପ୍ରସ୍ତୁତ ପିରାମିଡ ରଖାଯାଏ ତେବେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୁଏ ଏବଂ ପ୍ରତ୍ୟେକ କାମରେ ସଫଳତା ମିଳେ । ଚାକିରି ଏବ ବାଣିଜ୍ୟରେ ମଧ୍ୟ ସଫଳତା ମିଳେ ।

ଧଳା ପଥର:
କୁହାଯାଏ ଯଦି ଘରେ ଧଳାପଥର ରଖାଯାଏ ତେବେ ଧନ ବଢିବାରେ ଲାଗେ । କାମରେ ଆସୁଥିବା ସମସ୍ତ ବାଧା ବନ୍ଦ ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More