Only for Entertainment

ବୀରେ ଦି ୱେଡ଼ିଙ୍ଗକୁ ଲକି ମାନୁଛନ୍ତି ଫିଲ୍ମର ହିରୋ ସୁମିତ ବ୍ୟାସ ।

aajtak
0 47

ବୀରେ ଦି ୱେଡ଼ିଙ୍ଗ ନାମୀଦାମୀ କଳାକାରଙ୍କ ସହିକ କାମ କରିବାକୁ ସୁଯୋଗ ମିଳିଥିବାରୁ ସୁମିତ ଖୁବ ଖୁସି ଅଛନ୍ତି । ତାଙ୍କ କହିବା ଅନୁସାରେ ବୀରେ ଦି ୱେଡିଙ୍ଗକୁ ମିଳୁଥିବା ରେସପନ୍ସ ଖୁବ ସାନଦାର ରହିଛି । ତାଙ୍କୁ ଆମେରିକା,ବ୍ରିଟେନ,କାନାଡ଼ା ଏବଂ ଭାରତ ବାହାରର ବିଭିନ୍ନ ଦେଶରୁ ତାଙ୍କୁ ଫୋନ ଆସୁଛି ।

ସୁମିତଙ୍କ କହିବା ଅନୁସାରେ ରାଜସ୍ଥାନରେ ଫିଲ୍ମକୁ ଭଲ ରେସପନ୍ସ ମିଳୁଛି । ବିଶେଷକରି ତାଙ୍କ ଘର ଯୋଦ୍ଧପୁରରେ ।
ଫିଲ୍ମ ବକ୍ସ ଅଫିସରେ ସାରା ଦେଶରେ ଜବରଦସ୍ତ ଇନକମ କରୁଛି । ରିଲିଜର ପ୍ରଥମ ଦିନରେ ଏହି ଫିଲ୍ମର ଦେଶର ତୃତୀୟ ବଡ଼ ଓପନର ପ୍ରମାଣିତ ହୋଇଛି । ଦୁଇ ଦିନରେ ଫିଲ୍ମ ୨୨ କୋଟି ରୋଜଗାର କରିସାରିଛି ।

ତରନ ଆଦର୍ଶଙ୍କ କହିବା ଅନୁସାରେ ଫିଲ୍ମ ଏହି ସପ୍ତାହର ଶେଷ ସୁଦ୍ଧା ୩୫ କୋଟି ରୋଜଗାର କରି ସାରିଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More