Only for Entertainment

ମହମ ପ୍ରତିମୂର୍ତ୍ତି ଭାବି ଝିଅଟିକୁ କିସ କରିବାକୁ ଲାଗିଲା ପୁଅ , ଏହାପରେ କ’ଣ ହେଲା ଜାଣନ୍ତୁ ।

panjab keshri
0 101

ଅନେକ ଥର ନିଜ ଆଖିରେ କିଛି ଏଭଳି ଜିନିଷ ଦେଖୁ ଯାହା ଉପରେ ଭରସା କରିବା କଷ୍ଟକର ହୋଇପଡେ । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ କିଛି ଏଭଳି ଫନି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ପୁଅ ଗୋଟେ ଝିଅକୁ କଣ୍ଢେଇ ଭାବି କିସ କରିବା ପାଇଁ ପ୍ରୟାସ କରିଛି ଏବଂ ହଠାତ ଝିଅଟି ନିଜ ସ୍ଥାନରୁ ହଲି ଯିବାରୁ ପୁଅଟି ଅବାକ ହୋଇଯାଇଛି ।

କଥା ହେଉଛି ପୁଅଟି ହୃଦୟ ଷ୍ଟାଚୁ ଭାବିଥିବା ଝିଅ ଉପରେ ଆସିଯାଇଥିଲା, ମାତ୍ର ଏହାପରେ କିଛି ଏଭଳି ଘଟଣା ଘଟିଥିଲା ଯେଉଁକାରଣରୁ ପୁଅଟି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୋରା ରଂଗ ହୋଇଥିବା କାରଣରୁ ଝିଅଟି ଷ୍ଟାଚୁ ଭଳି ଦିଶୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More