Only for Entertainment

ସାମ୍ନାକୁ ଆସିଲା ପଂଜାବୀ ଗାୟକ ଗୁରୁ ରନ୍ଧାୱାଙ୍କୁ ଆକ୍ରମଣ ସମୟର ଲାଇଭ ଭିଡ଼ିଓ

punjabkeshari
173

ନିକଟରେ ପ୍ରସିଦ୍ଧ ପଂଜାବୀ ଗାୟକ ଗୁରୁ ରନ୍ଧାୱାଙ୍କ ଉପରେ କାନ୍ନାଡ଼ାର ବ୍ୟାନକୁବର ରେ ଶୋ ସମୟରେ ଆକ୍ରମଣ ହୋଇଥିଲା । ଯାହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଭିଡ଼ିଓରେ ଆପଣ ଦେଖି ପାରୁଥିବେଯେ ମଂଚ ପାଶ୍ୱର୍ରେ ଯେତେବେଳେ ଗୁରୁ ରନ୍ଧୱା ମାଇକ ଛାଡ଼ି ଯାଉଛନ୍ତି ତାଙ୍କ ଉପରେ ଆକ୍ରମଣ କରାଯାଉଛି । ଅବଶ୍ୟ କିଏ ଆକ୍ରମଣ କରିଛି ତାହାର ଭିଡ଼ିଓ ନଜର ଆସିନାହିଁ । କିନ୍ତୁ ଗୁରୁ ରନ୍ଧାୱା ଏହି ବିଷୟରେ ଶୋ’ରେ ଲୋକଙ୍କୁ କହୁଥିବାର ନଜର ଆସିଛନ୍ତି । ହଠାତ ଏଭଳି ଘଟଣା ଘଟିବା ପରେ ଶୋ’କୁ ସେତିକିରେ ଅଟକାଇ ଦିଆଯାଉଛି ଏବଂ ସମସ୍ତଙ୍କ ନଜର ରହୁଛି ଗୁରୁଙ୍କ ଉପରେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More